الرواية
ବିଶିଷ୍ଟ କଥାକାର ଅଧ୍ୟାପକ ବିଶ୍ଵରଞ୍ଜନଙ୍କ 'ଚକ୍ର' ଉପନ୍ୟାସରେ ରହିଛି 1999 ମହାବାତ୍ୟାର କରୁଣ ଚିତ୍ର! ତାରି ଭିତରେ ଔପନ୍ୟାସିକ ଓଡ଼ିଶାର ସାମାଜିକ ଓ ରାଜନୈତିକ ଇତିହାସ ତଥା ବର୍ତ୍ତମାନ ସ୍ଥିତିର ଏକ ନିଆରା ଚିତ୍ର ଉପସ୍ଥାପନ କରିଛନ୍ତି! ଅଧିକାଂଶ ପାଠକଙ୍କ ପାଇଁ ଅଧ୍ୟାପକ ବିଶ୍ୱରଞ୍ଜନ ଜଣେ ରୋମାଣ୍ଟିକ ଭାବଧାରର ଲେଖକ ଭାବେ ଅତିପ୍ରିୟ! ଏହି ତଥ୍ୟଭିତ୍ତିକ ଉପନ୍ୟାସରେ ବି ରୋମାନ୍ସ କିଛି କମ ନାହିଁ! ତାହାଲେ ଆଉ ଡେରି କାହିଁକି, ଏକାଧିକ ସଂସ୍କରଣରେ ପ୍ରକାଶିତ 'ଚକ୍ର' ଉପନ୍ୟାସଟି ଚାଲନ୍ତୁ ଶୁଣିବା ସୁଧାଂଶୁ ମଲ୍ଲିକଙ୍କ କଣ୍ଠରେ...
© 2021 Storyside IN (كتاب صوتي): 9789354343056
تاريخ النشر
كتاب صوتي: 20 أبريل 2021
أكثر من 200000 عنوان
وضع الأطفال (بيئة آمنة للأطفال)
تنزيل الكتب للوصول إليها دون الاتصال بالإنترنت
الإلغاء في أي وقت
