ଜୀବନ ଏକ ଶେଷହୀନ ସଙ୍ଗୀତ । ସେଇ ସଙ୍ଗୀତ କେତେବେଳେ ଦୀପକ ରାଗରେ ହୃଦୟ-ବହ୍ନିକୁ ପ୍ରଜ୍ଜ୍ୱଳିତ କରେ, ଆଉ କେତେବେଳେ ମେଘମଲ୍ଲାର ରାଗରେ ସେ ବହ୍ନିର ଜ୍ୱାଳାକୁ କରେ ପ୍ରଶମିତ । ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକଙ୍କ ‘ରାଗ-ଅନୁରାଗ’ ସୂର୍ଯ୍ୟକାନ୍ତ ଓ ରାଜଲକ୍ଷ୍ମୀ - ଦୁଇ ପିପାସିତ ହୃଦୟର ଅମୃତ ସଙ୍ଗୀତ, ଯାହା ହୃଦୟକୁ ଅହରହ ଅନୁରଣିତ କରେ । ପ୍ରକାଶ ରାଉତଙ୍କ କଣ୍ଠରେ ଶୁଣନ୍ତୁ ସେ ଦୁହିଁଙ୍କ ହୃଦୟଥରା କାହାଣୀ...
© 2022 Storyside IN (دفتر الصوت ): 9789355443120
تاريخ الإصدار
دفتر الصوت : 8 أبريل 2022

خطوة إلى عالم لا حدود له من القصص
التقييم الإجمالي استنادًا إلى تقييمات :reviewالعد
قم بتنزيل التطبيق للانضمام إلى المحادثة وإضافة مراجعات.
عربي
الإمارات العربية المتحدة