الخيال العلمي
"ଓଠ ଉପରେ ଆଙ୍ଗୁଳି ରଖି ଗାୟତ୍ରୀ କହିଲା: ଚୁପ! କ୍ଲୋନ୍ ଶିଶୁ ଜନ୍ମ ନେଉଛି!" ପୃଥିବୀର ପ୍ରଥମ କ୍ଲୋନ୍ ଶିଶୁ! ସୃଷ୍ଟିକର୍ତ୍ତା ଲାଇଫ ସାଇନ୍ସ ଇନଷ୍ଟିଚୁଟର ପାଗଳ ବୈଜ୍ଞାନିକ ଡ. ଆଲୋକ ମହାନ୍ତି! ତା ପାଖରେ ପ୍ରେମ, ମାନବିକତା ଓ ଈଶ୍ୱରର କିଛି ମାନେ ନାହିଁ! କ୍ଲୋନ୍ ଶିଶୁ ପାଇଁ ଗୋଟେ ଭିକାରିକୁ ବି ହତ୍ୟା କରିବାକୁ ପଛେଇନି ସେ! ନିମ୍ନବିତ୍ତ ସ୍ୱାମୀ ପାଖରୁ ଛଡେଇ ନେଇଛି ସ୍ତ୍ରୀକୁ! ଆଉ ତା ପରେ?... ଶୁଣନ୍ତୁ ପ୍ରସିଦ୍ଧ କଥାକାର ଜଗଦୀଶ ମହାନ୍ତିଙ୍କ ରଚିତ ଏହି ଚମକପ୍ରଦ ଉପନ୍ୟାସ "ଅଦୃଶ୍ୟ ସକାଳ" ଜିତୁ ସାବତଙ୍କ କଣ୍ଠରେ...
© 2021 Storyside IN (دفتر الصوت ): 9789354348587
تاريخ الإصدار
دفتر الصوت : 17 يونيو 2021

خطوة إلى عالم لا حدود له من القصص
لا توجد تعليقات بعد
قم بتنزيل التطبيق للانضمام إلى المحادثة وإضافة مراجعات.
عربي
الإمارات العربية المتحدة