ଓଡ଼ିଆ ଗଳ୍ପ ଓ ଉପନ୍ୟାସର ଦୁନିଆରେ କଥାକାର ଜଗଦୀଶ ମହାନ୍ତି ଜଣେ ବହୁଚର୍ଚ୍ଚିତ ନାମ! ଓଡିଶା ସାହିତ୍ୟ ଏକାଡେମୀ, ଶାରଳା ପୁରସ୍କାର ଆଦି ପୁରସ୍କାରପ୍ରାପ୍ତ ଏହି ଲେଖକଙ୍କ ଲେଖାରେ ଥାଏ ଏକ ଯାଦୁକରୀ ଶକ୍ତି, ଯାହା ପାଠକକୁ କାହାଣୀ ଭିତରକୁ ଆପେଆପେ ଭିଡି ନେଇଯାଏ! ବାପ-ପୁଅର ସମ୍ପର୍କ ଓ ଅଧିକାରକୁ ନେଇ ଜଗଦୀଶ ମହାନ୍ତିଙ୍କ ଏକ ସମ୍ବେଦନଶୀଳ ଉପନ୍ୟାସ ହେଉଛି 'ଉତ୍ତରାଧିକାର'! ପରିବାର ଓ ଦାୟବଦ୍ଧତା ଭିତରେ କେମିତି 'ନୂଆ ମା' ଭଳି ସମ୍ପର୍କଟେ ଗଢ଼ିଉଠେ, ତାର ନିଖୁଣ ବର୍ଣ୍ଣନା ଶୁଣନ୍ତୁ କ୍ଷୀରୋଦ ସାହୁଙ୍କ ଉପସ୍ଥାପନାରେ...
© 2021 Storyside IN (دفتر الصوت ): 9789354348426
تاريخ الإصدار
دفتر الصوت : 17 يونيو 2021

خطوة إلى عالم لا حدود له من القصص
التقييم الإجمالي استنادًا إلى تقييمات :reviewالعد
قم بتنزيل التطبيق للانضمام إلى المحادثة وإضافة مراجعات.
عربي
الإمارات العربية المتحدة