الرواية
ବିଭୂତି ପଟ୍ଟନାୟକ ଜିତୁ ସାବତ : ଦେଶକୁ ସ୍ୱାଧୀନ କରିବାର ସ୍ୱପ୍ନ ଦେଖି 'ଗାନ୍ଧି ଆନ୍ଦୋଳନ'ରେ ଝାସ ଦେଇଥଲେ ମୃତ୍ୟୁଞ୍ଜୟ! ଜେଲ ଯାଇଥିଲେ! ସ୍ୱାଧୀନତା ପରେ ଜନସାଧାରଣଙ୍କୁ ରାମରାଜ୍ୟର ସ୍ୱପ୍ନ ବିକ୍ରି କରି ସେ ଦିଲ୍ଲୀରେ ପରିବେଶ ବିଭାଗ କେନ୍ଦ୍ରମନ୍ତ୍ରୀ ମଧ୍ୟ ହୋଇଥିଲେ! କିନ୍ତୁ ପରିବେଶ-ଶତ୍ରୁମାନେ ଦିନେ ତାଙ୍କର ସବୁ ସ୍ୱପ୍ନ ଚୋରିକରି ନେଇଗଲେ! ତାଙ୍କ ହୃଦୟରେ ଏକ ମାରାତ୍ମକ ଅଶାଭଙ୍ଗର ବୋମା ବିସ୍ଫୋରଣ ଘଟିଗଲା! ବାଧ୍ୟ ହୋଇ ସେ ଦିଲ୍ଲୀ ଛାଡି ଫେରି ଆସିଲେ ଭୁବନେଶ୍ୱର! ସମକାଳୀନ ଦ୍ରୁତ ପରିବର୍ତ୍ତନଶୀଳ ସାମାଜିକ ଓ ରାଜନୈତିକ ଜୀବନର ପୃଷ୍ଠଭୂମିରେ ବରିଷ୍ଠ କଥାକାର ବିଭୂତି ପଟ୍ଟନାୟକଙ୍କ ରଚିତ ଏହି ଉପନ୍ୟାସ ଓଡ଼ିଆ କଥାସାହିତ୍ୟରେ ଏକ ସ୍ମରଣୀୟ ସଂଯୋଜନା!
© 2021 Storyside IN (كتاب صوتي): 9789354345586
تاريخ النشر
كتاب صوتي: 17 يونيو 2021
أكثر من 200000 عنوان
وضع الأطفال (بيئة آمنة للأطفال)
تنزيل الكتب للوصول إليها دون الاتصال بالإنترنت
الإلغاء في أي وقت
قصص لكل المناسبات.
$9.99 /شهر
حساب واحد
حساب بلا حدود
1 حساب
استماع بلا حدود
إلغاء في أي وقت
قصص لكل المناسبات.
$83.88 /سنة
حساب واحد
حساب بلا حدود
1 حساب
استماع بلا حدود
إلغاء في أي وقت
قصص لكل المناسبات.
$53.64 /6 أشهر
حساب واحد
حساب بلا حدود
1 حساب
استماع بلا حدود
إلغاء في أي وقت
