خطوة إلى عالم لا حدود له من القصص
الرواية
ଆଶିଷ ଗଡ଼ନାୟକ ସମକାଳୀନ ଓଡ଼ିଆ କଥାସାହିତ୍ୟର ଜଣେ ଅଦମନୀୟ କଥାଶିଳ୍ପୀ । କାରଣ ତାଙ୍କ ଗପଗଢ଼ାର ଛାଞ୍ଚ ଅନ୍ୟ କାହା ସହ ମିଶେନା । ଅତି ସୂକ୍ଷ୍ମ ଓ ସମ୍ବେଦନଶୀଳ ଘଟଣା ବା ଚରିତ୍ରଙ୍କୁ ନେଇ ବର୍ଣ୍ଣନାତ୍ମକ ଶୈଳୀରେ ସେ ଆମ ସମୟର ଯେଉଁ ନିଚ୍ଛକ ଚିତ୍ରପଟ ଆଙ୍କନ୍ତି, ତାହା ବାସ୍ତବିକ ଅନତିକ୍ରମ୍ୟ । ତାଙ୍କ ବହୁଚର୍ଚ୍ଚିତ ‘ଭାତ’ ସଂକଳନ ପରି ‘କ୍ରୁଶ’ ମଧ୍ୟ ଏକ ଚମତ୍କାର ଗଳ୍ପ ସଂକଳନ। ଚାଲନ୍ତୁ ଶୁଣିବା ବିଶିଷ୍ଟ ସିନେ ଓ ଟେଲି ଅଭିନେତା ଶକ୍ତି ବରାଳଙ୍କ କଣ୍ଠରେ ଆଶିଷ ଗଡନାୟକଙ୍କ କେତୋଟି ମନଛୁଆଁ ଗପ...
© 2021 Storyside IN (كتاب صوتي): 9789354835346
تاريخ النشر
كتاب صوتي: 13 يوليو 2021
أكثر من 200000 عنوان
وضع الأطفال (بيئة آمنة للأطفال)
تنزيل الكتب للوصول إليها دون الاتصال بالإنترنت
الإلغاء في أي وقت
قصص لكل المناسبات.
$9.99 /شهر
1 حساب
استماع بلا حدود
إلغاء في أي وقت
قصص لكل المناسبات.
$83.88 /سنة
1 حساب
استماع بلا حدود
إلغاء في أي وقت
قصص لكل المناسبات.
$53.64 /6 أشهر
1 حساب
استماع بلا حدود
إلغاء في أي وقت
عربي
الإمارات العربية المتحدة

