خطوة إلى عالم لا حدود له من القصص
4.7
كتب واقعية
ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ କଥାକାର ଗୌରହରି ଦାସଙ୍କର ପ୍ରଥମ ପ୍ରଭାବଶାଳୀ ଭ୍ରମଣକାହାଣୀ ହେଉଛି "ପ୍ରଥମ ପ୍ରବାସ", ଯାହା ଏକାଧିକ ସଂସ୍କରଣରେ ପ୍ରକାଶିତ ହେବା ସହ ପାଠକୀୟ ଆଦୃତି ହାସଲ କରିଚାଲିଛି! ନ୍ୟୁୟର୍କ, ନ୍ୟୁଜର୍ସି, ୱାଶିଂଟନ ଡିସି, ମ୍ୟାରିଲ୍ୟାଣ୍ଡ, ଟେନିସି, ଆଲବାମା ଓ ଆଟଲାଣ୍ଟା ଆଦି ସ୍ଥାନ ଭ୍ରମଣର ରୋଚକ ଅନୁଭୂତି ଓ ଅଭିଜ୍ଞତାକୁ ଆଧାର କରି ରଚିତ ଏହି ପୁସ୍ତକରେ ପ୍ରବାସୀ ଓଡ଼ିଆମାନଙ୍କର ସାମାଜିକ ଜୀବନଚର୍ଯ୍ୟା ଓ ସାଂସ୍କୃତିକ ସହାବସ୍ଥାନର ବିବରଣୀ ମଧ୍ୟ ସ୍ଥାନ ପାଇଛି! ପ୍ରକାଶଭଙ୍ଗୀର ସ୍ୱଚ୍ଛତା, ଅକପଟ ବିଶ୍ୱସନୀୟତା ଏବଂ ପର୍ଯ୍ୟଟକର ଅନୁସନ୍ଧିଛା "ପ୍ରଥମ ପ୍ରବାସ"ର ବିଶେଷତ୍ୱ!
© 2021 Storyside IN (كتاب صوتي): 9789354341847
تاريخ النشر
كتاب صوتي: 17 أغسطس 2021
أكثر من 200000 عنوان
وضع الأطفال (بيئة آمنة للأطفال)
تنزيل الكتب للوصول إليها دون الاتصال بالإنترنت
الإلغاء في أي وقت
قصص لكل المناسبات.
حساب واحد
حساب بلا حدود
1 حساب
استماع بلا حدود
إلغاء في أي وقت
قصص لكل المناسبات.
حساب واحد
حساب بلا حدود
1 حساب
استماع بلا حدود
إلغاء في أي وقت
قصص لكل المناسبات.
حساب واحد
حساب بلا حدود
1 حساب
استماع بلا حدود
إلغاء في أي وقت
عربي
الإمارات العربية المتحدة

