କଥାକାର ସଦାନନ୍ଦ ତ୍ରିପାଠୀଙ୍କ ପ୍ରେମଗଳ୍ପରେ ଥାଏ ମାର୍ଜିତ ଓ ତଥାପି ମନୋହର ଏକ କାବ୍ୟିକ ଛଟା, ଯାହା ଭିତରେ ପ୍ରଚ୍ଛନ୍ନ ଭାବରେ ଗୋଟେ ବିଦ୍ରୋହ ବି ଲୁଚିବସିଥାଏ ଏବଂ ସେ ବିଦ୍ରୋହରେ ଥାଏ ପ୍ରେମର ସବୁଠୁ ମାରାତ୍ମକ କିଛି ଝୁଲ, ଯାହା ପାଠକର ଛାତିରେ ସିଧା ଯାଇ ଲାଗେ। ସେଥିପାଇଁ ସଦାନନ୍ଦୀୟ ପ୍ରେମରେ ଯଂତ୍ରଣା ବି ଗୋଟେ ମିଠା ବ୍ୟଙ୍ଗର ମଲମ ପରି ମନେହୁଏ। ପୋଡ଼ୁଥାଏ ଅଥଚ ମଜାଲାଗୁଥାଏ। ତାଙ୍କର ବଛାବଛା କେତୋଟି ପ୍ରେମଗପକୁ ନେଇ ‘ଟାଇମ୍ପାସ୍’ ପ୍ରକାଶିତ 'ସେଇ ବାହାନା' ପୁସ୍ତକଟି ଶୁଣନ୍ତୁ ନାରାୟଣ ମହାନ୍ତିଙ୍କ କଣ୍ଠରେ...
© 2021 Storyside IN (كتاب صوتي): 9789354835490
تاريخ النشر
كتاب صوتي: 15 يوليو 2021
أكثر من 200000 عنوان
وضع الأطفال (بيئة آمنة للأطفال)
تنزيل الكتب للوصول إليها دون الاتصال بالإنترنت
الإلغاء في أي وقت
