4.5
روايات رومانسية
ସରୋଜ ବଳଙ୍କ ‘ବାହାରେ ବର୍ଷା’ ଜଣେ ମଧ୍ୟବିତ୍ତ ବିବାହିତ ଯୁବକର ସ୍ୱପ୍ନ ଆଉ ସ୍ୱପ୍ନଭଙ୍ଗର କାହାଣୀ। ନିଜ ଇଚ୍ଛାର ବାଡ଼ ଡେଇଁ ଜୀବନ କେମିତି ଅମଡ଼ାବାଟରେ ଯାଏ, ତା’ର ଗୋଟେ ଝଲକ୍ ରହିଛି ଏ ଉପନ୍ୟାସଟିରେ। ଦାମ୍ପତ୍ୟ ଜୀବନରେ ପରକୀୟା ପ୍ରେମ ଓ ତାର ନାଟକୀୟ ପରିଣତିକୁ ନେଇ ଗତିଶୀଳ ଏହି ଉପନ୍ୟାସଟିର ଚତୁର୍ଥ ସଂସ୍କରଣ 'ଟାଇମପାସ' ଦ୍ୱାରା ପ୍ରକାଶ ପାଇ ଏବେବି ପାଠକୀୟତା ସାଉଁଟି ଚାଲିଛି! ସୁଖ୍ୟାତ ଟେଲି ଓ ସିନେ ଅଭିନେତା ଶକ୍ତି ବରାଳଙ୍କ କଣ୍ଠରେ ଶୁଣନ୍ତୁ ଓ ଅନୁଭବ କରନ୍ତୁ ଏଥର 'ବାହାରେ ବର୍ଷା'...
© 2021 Storyside IN (دفتر الصوت ): 9789354343292
تاريخ الإصدار
دفتر الصوت : 15 يوليو 2021

خطوة إلى عالم لا حدود له من القصص
التقييم الإجمالي استنادًا إلى تقييمات :reviewالعد
مثير للمشاعر
رومانسي
مذهل
قم بتنزيل التطبيق للانضمام إلى المحادثة وإضافة مراجعات.
عربي
الإمارات العربية المتحدة