ସାଂପ୍ରତିକ ମଣିଷର ଚିନ୍ତା ଚେତନା, ପରସ୍ପର ମଧ୍ୟରେ ବନ୍ଧୁତା ଥିବା ସତ୍ତ୍ୱେ ସଂପର୍କହୀନତା ପରି ବିଷୟକୁ ନେଇ "ଆମ ସମୟର ଦୁଃଖ" ରଚିତ। ଏହି ଉପନ୍ୟାସରେ ଚାରିବନ୍ଧୁ, ଅଥଚ ସଂପର୍କହୀନ ଚାରୋଟି ମଣିଷ। ପ୍ରକୃତରେ ଏହି ଛଳନାତ୍ମକ ସଂପର୍କ ହିଁ ସାଂପ୍ରତିକ ସମୟର ଦୁଃଖ। ଶୁଣନ୍ତୁ ବିଖ୍ୟାତ କଥାକାର ପଦ୍ମଜ ପାଳଙ୍କ ବହୁଚର୍ଚ୍ଚିତ ଉପନ୍ୟାସ "ଆମ ସମୟର ଦୁଃଖ", ଅନିତ୍ୟ ମହାନ୍ତିଙ୍କ କଣ୍ଠରେ...
© 2021 Storyside IN (Audiobook): 9789354832444
Release date
Audiobook: 23 July 2021

Step into an infinite world of stories
Overall rating based on 3 ratings
Inspiring
Heartwarming
Informative
Download the app to join the conversation and add reviews.
Showing 1 of 3
Guggu
19 Jan 2022
Must listen nichya ପଢନ୍ତୁ
English
India