ନିତିଦିନିଆ ଜୀବନର ଘଟଣାବଳୀ ଭିତରୁ ବ୍ୟଂଗର ଉପାଦାନ ଖୋଜିନେବାରେ ବିଶିଷ୍ଟ କଥାକାର ମୃଣାଳ ସିଦ୍ଧହସ୍ତ! "ଭଲ ଅଛ ନବଘନ" ବହିରେ ଅଛି ସେମିତି କିଛି ମଜାଦାର କଥା, ଯାହାକୁ ଶୁଣି ଆନନ୍ଦ ତ ନେଇହେବ, ତା ସହିତ ଜୀବନ ପ୍ରତି ଦୃଷ୍ଟିଭଙ୍ଗୀ ମଧ୍ୟ ବଦଳାଇ ହେବ! ନବଘନ ଆମ ସମାଜର ଜଣେ 'କମନମ୍ୟାନ' ହୋଇ କିପରି ଆପଣଙ୍କ ମନୋରଞ୍ଜନ କରୁଛନ୍ତି ଶୁଣନ୍ତୁ...
© 2021 Storyside IN (Audiobook): 9789354340307
Release date
Audiobook: 17 June 2021

Step into an infinite world of stories
Overall rating based on 3 ratings
Funny
Page-turner
Predictable
Download the app to join the conversation and add reviews.
English
India