5
Short stories
କାହାଣୀର ପାରମ୍ପରିକ ବିନ୍ୟାସରେ ବିଶ୍ୱାସ ରଖୁ ନଥିବା କଥାକାର ପ୍ରକାଶ ମହାପାତ୍ରଙ୍କ ଜୀବନ ନିହାତି ବେପରୁଆ। ତାଙ୍କ ହିସାବରେ- ସବୁ ଗଳ୍ପ ଗୋଟେ ଗୋଟେ ଅଜଣା ଇଲାକାକୁ ଯାତ୍ରା। ଗଳ୍ପରେ ସେମିତି ଥିମ୍ ଫିମ୍ କିଛି ନଥାଏ। ଗଳ୍ପ ହେଉଛି ଶିଳ୍ପୀର ମାତାଲ୍ ପଦଚିହ୍ନ, ଅରଣ୍ୟର ନୀରବତା ଓ ଉଦ୍ଧତ ନଦୀର ସ୍ୱେଚ୍ଛାଚାରିତା। ଏକରେ ବହୁ ସ୍ୱର, ମାନସିକ ଦ୍ୱୈତବୋଧ, ଅବଦମିତ ଯୌନଚେତନା ଓ ମଣିଷର ରହସ୍ୟମୟ, ଅପ୍ରକଟିତ ଅଭ୍ୟନ୍ତରକୁ ନେଇ ପରୀକ୍ଷା ନିରୀକ୍ଷା କରିବାକୁ ସେ ଭଲ ପା’ନ୍ତି। ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ 'କୀଟ ଓ ଅନ୍ୟାନ୍ୟ ଗଳ୍ପ' ବହିଟିରେ ଅଛି ସେମିତି କିଛି ଚମକେଇ ଦେଲାଭଳି ଗପ, ଯାହା ପଢିଲେ ରାତିରେ ହୁଏତ ନିଦ ହେବନି...
© 2021 Storyside IN (Audiobook): 9789354340123
Release date
Audiobook: 16 July 2021

Step into an infinite world of stories
Overall rating based on 1 ratings
Funny
Page-turner
Smart
Download the app to join the conversation and add reviews.
English
India