Fiction
“ରାନୁ! ମୁଁ ଜାଣେ, ଏ ପ୍ରଶ୍ନର ସଠିକ୍ ଉତ୍ତର ମତେ କୌଣସି ଦିନ ମିଳିବ ନାହିଁ । ଅବୈଧ ଉପାୟରେ ଧନ ଅର୍ଜନ କରିବାର ନିଶା ହେରୋଇନ୍ କୋକେନ୍ ନିଶାଠାରୁ ଆହୁରି ଗାଢ଼, ଆହୁରି ମାରାତ୍ମକ । ଊଣା ଅଧିକେ ଆମେ ସମସ୍ତେ ଅବୈଧ ଉପାୟରେ ନିଜକୁ ସୁଖୀ କରିବାର ନିଶାରେ ମାତିଛୁ ।” କେଉଁ ସୁଖ, କେଉଁ ନିଶାର କଥା କହୁଛନ୍ତି ଲେଖକ? ଶୁଣନ୍ତୁ ଅନିତ୍ୟ ମହାନ୍ତିଙ୍କ କଣ୍ଠରେ ବିଖ୍ୟାତ କଥାକାର ବିଭୂତି ପଟ୍ଟନାୟକଙ୍କ ଉପନ୍ୟାସ ‘ନିଦ ନାହିଁ’ ।
© 2022 Storyside IN (Audiobook): 9789355444820
Release date
Audiobook: 11 April 2022

Step into an infinite world of stories
No reviews yet
Download the app to join the conversation and add reviews.
English
India