Sati
- Authors
- Narrators
- Publisher
- Duration
- 5H 50min
- Language
- Odia
- Format
- Category
Fiction
ଜୀବନ ସ୍ପନ୍ଦନର କାହାଣୀ ‘ସତୀ’। ଅନୁଭୂତିର ବର୍ଣ୍ଣନାରେ, ଚରିତ୍ରର ଉପସ୍ଥାପନାରେ ବିଶେଷତା ଯୋଗୁଁ ‘ସତୀ’ ପୁସ୍ତକଟି ଗାଳ୍ପିକ ସଦାନନ୍ଦ ତ୍ରିପାଠୀଙ୍କ ଅସାମାନ୍ୟ କ୍ଷମତା ଓ ପ୍ରତିଭାର ପରିଚୟ ଦିଏ। ପ୍ରଥମରୁ ବୁଝିହୁଏ ଗାଳ୍ପିକ ଗଳ୍ପ କହିଜାଣନ୍ତି ଏବଂ ସେ ଗଳ୍ପମାୟା ବି ବିଭ୍ରମ ନୁହେଁ। ତାହା ସମକାଳର ପ୍ରେକ୍ଷାପଟରେ ସ୍ଥାନିତ ଯେକୌଣସି ନାରୀ ପୁରୁଷର ଜୀବନ ସ୍ପନ୍ଦନ। ‘ସତୀ’ର ପ୍ରତିଟି ଗଳ୍ପରେ ପ୍ରବାହିତ ଏକ ଶାଣିତ ଅଥଚ ମଧୁର ବ୍ୟଙ୍ଗର ଧାରା, ଯାହା ପାଠକର ଚେତନାକୁ ସ୍ପର୍ଶ କରେ, ଉଦବେଳିତ କରେ, ମାତ୍ର ମୋଟେ ପୀଡ଼ିତ କରେନା। ସମକାଳୀନ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଅବସ୍ଥାର ପରିବର୍ତ୍ତିତ ପରିସ୍ଥିତିରେ ମଣିଷର ନୈତିକ ଅଧଃପତନ, ଅସହାୟତା, ଦୈନ୍ୟ, ଭୀରୁତା, ବ୍ୟର୍ଥତା, ବିଷାଦ ଓ ବେଦନାର ଚିତ୍ର କାହାଣୀଗୁଡ଼ିକରେ ସ୍ୱାଭାବିକ, ବାସ୍ତବ, ବଳିଷ୍ଠ ଓ ବର୍ଣ୍ଣମୟ।
© 2021 Storyside IN (Audiobook): 9789354835483
Release date
Audiobook: 13 September 2021
Books similar to Sati
- Sei Bahana ସଦାନନ୍ଦ ତ୍ରିପାଠୀ
- Prathama Prabas ଗୌରହରି ଦାସ
- Nabalaka ଅଜୟ ସ୍ୱାଇଁ
- Alakara Premika ବିଭୂତି ପଟ୍ଟନାୟକ
- Aswamedhara Ghoda ବିଭୂତି ପଟ୍ଟନାୟକ
- Durdina ଜଗଦୀଶ ମହାନ୍ତି
- Meghapakshira Gita ହିରଣ୍ମୟୀ ମିଶ୍ର
- Ashoka Banara Sita ବିଭୂତି ପଟ୍ଟନାୟକ
- Chenae Jahnaalua ସୃଷ୍ଟିଶ୍ରୀ ନାଏକ
- Bahare Barsha ସରୋଜ ବଳ
- Hi Muni Kemiti Achha ପଦ୍ମଜ ପାଳ
- Pita Prastara Jatiya Udyana ଶାନ୍ତନୁ କୁମାର ଆଚାର୍ଯ୍ୟ
- Pakhala Ekala Sekala ଦେବ୍ରାଜ ଲେଙ୍କା
- Yamraj No. 5003 ମୃଣାଳ
- Mamughara Chaunri ପଦ୍ମଜ ପାଳ
- Pandurangi Nibas ପଦ୍ମଜ ପାଳ
- Phula Phagunara Desha ରଞ୍ଜନ କୁମାର ଦାସ
- Chhapi Chhapi Basanti Rati ଅଜୟ ସ୍ୱାଇଁ
- Bhata ଆଶିଷ ଗଡ଼ନାୟକ
- Stimita Nakshatra ପ୍ରବୀଣା ମହାନ୍ତି
- Chumban ଦେବଦାସ ଛୋଟରାୟ
- Mahisasurara Muhan ବିଭୂତି ପଟ୍ଟନାୟକ
- Katha Charipada ସୌଭାଗ୍ୟ କୁମାର ମିଶ୍ର
- Ama Samayara Dukha ପଦ୍ମଜ ପାଳ
- Dui Diganta ଗୌରହରି ଦାସ
- Akrura ଡ. ସୋମନାଥ ବିଷୋୟୀ
- Punarmilan କୃଷ୍ଣଚନ୍ଦ୍ର ରଥ
- Chhai Leutani ପଦ୍ମଜ ପାଳ
- Srimadbhagabata ଜଗନ୍ନାଥ ଦାସ
- Badagharara Dasi ଦେବଦାସ ଛୋଟରାୟ
- Ratira Ajaba Drushya ସାରଦା ପ୍ରସାଦ ମିଶ୍ର
- Pratisparddha ପଦ୍ମଜ ପାଳ
- Oh Fujiyama ପ୍ରକାଶ ମହାପାତ୍ର
- Apadebata ପଦ୍ମଜ ପାଳ
- Raga Anuraga ବିଭୂତି ପଟ୍ଟନାୟକ
- Bigyana Barnali ଡ. ବିଜୟକେତନ ପଟ୍ଟନାୟକ
- Magicianra Nijaloka ଶ୍ୟାମାପ୍ରସାଦ ଚୌଧୁରୀ
- Prachina Sabhyata Kahani - Greece ଶରତ କୁମାର ମହାନ୍ତି
- Maya ବିୟତପ୍ରଜ୍ଞା ତ୍ରିପାଠୀ
- Swapnara Saudagara ବିଭୂତି ପଟ୍ଟନାୟକ
- Jaranibas ପଦ୍ମଜ ପାଳ
- Jibashma ସାରଦା ପ୍ରସାଦ ମିଶ୍ର
- Kathara Nama Banshi ପ୍ରକାଶ ମହାପାତ୍ର
- Nayikara Nama Shrabani ବିଭୂତି ପଟ୍ଟନାୟକ
- Rangadhanga ମୃଣାଳ
- Sirisha Gachhara Chhaigo ଅଜୟ ସ୍ୱାଇଁ
- Gambhiri Ghara ସରୋଜିନୀ ସାହୁ
- Chandrayana ଶ୍ରୀରାମ ଦାଶ
- Shriman Yogi Ranjit Desai
- Mrutyunjay Bhag 1 - Karn Shivaji Sawant
- URAKKAPPISHACH: ഉറക്കപ്പിശാച് S P SARATH
- Yugandhar Shivaji Sawant
- October Junction Divya Prakash Dubey
- Kanthamalacharitham Vishnu M C
- Chhava Prakaran 1 Shivaji Sawant
- Harry Potter and the Philosopher's Stone J.K. Rowling
- Gunahon ka Devta Dharmveer Bharti
- Ikigai: The Japanese Secret to a Long and Happy Life Francesc Miralles, Hector Garcia
- Francis Itticora T D Ramakrishnan
- Ravan Raja Rakshsancha Sharad Tandale
- Lok Maze Sangati Sharad Pawar
- Bangarwadi Vyankatesh Madgulkar
- Khasakkinte Ithihasam O V Vijayan
