ନୀଳକଣ୍ଠ ଜାଣିଥିଲା ତ୍ୟାଗ ହିଁ ହେଉଛି ପ୍ରେମ! ସନ୍ନ୍ୟାସୀସୁଲଭ ନିର୍ଲିପ୍ତ ଉଦାସୀନତା ନେଇ ସେ ସଂସାରୀ ହେବାକୁ ଚାହିଁଥିଲା! ସେଥିପାଇଁ ସୁନନ୍ଦାକୁ ଶୂନ୍ୟ ହାତରେ ସେ ଫେରାଇ ଦେଇପାରି ନଥିଲା! ଉପନ୍ୟାସର ନାୟକ ନିଜ ପ୍ରଣୟିନୀର ପ୍ରତାରଣାର ବିଷ ଆକଣ୍ଠ ପାନ କରି କେବଳ ନୀଳକଣ୍ଠ ନୁହେଁ, ଆତ୍ମତ୍ୟାଗର ଅମୃତ ବର୍ଷଣ କରି ସେ ଶିବ ଓ ସୁନ୍ଦର! ଏହି ଚମତ୍କାର ପୃଷ୍ଠଭୂମିରେ ରଚିତ ଉପନ୍ୟାସ "ତୁମେ ତୃଷ୍ଣାର ଜଳ" ଶୁଣନ୍ତୁ ଜିତୁ ସାବତଙ୍କ କଣ୍ଠରେ...
© 2021 Storyside IN (Audiobook): 9789354345661
Release date
Audiobook: 17 June 2021

Step into an infinite world of stories
Overall rating based on 2 ratings
Download the app to join the conversation and add reviews.
English
India