ବିକାଶ ସାଉ ପାଲଟି ଗଲା ଜିଅନ୍ତା ଶବ। ଯିଏ ଆଖି ଆଗରେ ପଡ଼ିଲା ସେ ବିକାଶ ସାଉ ନ ଥିଲା। ଥିଲା 'ସୋ'! 'ସୋହମ'! ତାର ଆତ୍ମା ନୁହେଁ କି ଦେହ ନୁହେଁ କେବଳ ଗୋଟିଏ ଛାଇ। "ମୁହୂର୍ତ୍ତେ ମାତ୍ର" ଉପନ୍ୟାସଟି ମନସ୍ତାତ୍ତ୍ୱିକ ଚିନ୍ତନ ଉପରେ ଆଧାରିତ! ମଣିଷର ମନ ଭିତରେ ଲୁଚିଥିବା ଦ୍ୱେତସତ୍ତାକୁ 'ସୋ' ଚରିତ୍ର ମାଧ୍ୟମରେ ଖୁବ ନିଖୁଣ ଭାବେ ବର୍ଣ୍ଣନା କରିଛନ୍ତି ବରିଷ୍ଠ କଥାକାର ପଦ୍ମଜ ପାଳ! ଶୁଣନ୍ତୁ ତେବେ...
© 2021 Storyside IN (دفتر الصوت ): 9789354830846
تاريخ الإصدار
دفتر الصوت : 19 يوليو 2021

خطوة إلى عالم لا حدود له من القصص
التقييم الإجمالي استنادًا إلى تقييمات :reviewالعد
قم بتنزيل التطبيق للانضمام إلى المحادثة وإضافة مراجعات.
عربي
الإمارات العربية المتحدة