خطوة إلى عالم لا حدود له من القصص
الرواية
“ରିକ୍ସା ଚାଲିଯାଉଯାଉ ଏଲି ଫେରି ଦେଖିଲା, ଅରୁଣା ଠିଆହୋଇଯାଇ ଅନେଇଥିଲା ତା ଯିବା ବାଟକୁ । ଏଲିର ମନେପଡ଼ିଗଲା ଅନେକ ବର୍ଷ ତଳର ଅରୁଣାକୁ । ଘଡ଼ିଘଡ଼ିକେ ରୂପ ବଦଳୁଥିବା ବାଦେଇ, କଳେହୀ, ଗେହ୍ଲେଇ, ସୁନ୍ଦରୀ ରୁନାକୁ । ହାତ ହଲେଇ ବଡ଼ପାଟିରେ କହିଲା ଏଲି, ‘କାହ୍ନୁକୁ କହିଦେବ, ନାନୀ ଆଶୀର୍ବାଦ ଦେଉଚି, ସେ ଭଲ ମଣିଷ ହେଉ । ତମକୁ ବି ଆଶୀର୍ବାଦ, ଜସ୍ମିନ ପାର୍ଲର ଆଉରି ବହୁତ ବଡ଼ ହେଉ । ଭଲରେ ଥାଅ ରୁନା ।” ଆଉ ତା’ପରେ? କୁଆଡ଼େ ଗଲା ଏଲି? ପଢ଼ନ୍ତୁ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ କଥାକାର ଯଶୋଧାରା ମିଶ୍ରଙ୍କ ଚମତ୍କାର ଉପନ୍ୟାସ ‘ଇଷ୍ଟରୂପ’ ଅଭିନେତ୍ରୀ ଶ୍ରଦ୍ଧାଞ୍ଜଳି ପାଣିଗ୍ରାହୀଙ୍କ କଣ୍ଠରେ...
© 2022 Storyside IN (كتاب صوتي): 9789354835834
تاريخ النشر
كتاب صوتي: 5 أبريل 2022
الوسوم
أكثر من 200000 عنوان
وضع الأطفال (بيئة آمنة للأطفال)
تنزيل الكتب للوصول إليها دون الاتصال بالإنترنت
الإلغاء في أي وقت
قصص لكل المناسبات.
$9.99 /شهر
1 حساب
استماع بلا حدود
إلغاء في أي وقت
قصص لكل المناسبات.
$83.88 /سنة
1 حساب
استماع بلا حدود
إلغاء في أي وقت
قصص لكل المناسبات.
$53.64 /6 أشهر
1 حساب
استماع بلا حدود
إلغاء في أي وقت
عربي
الإمارات العربية المتحدة

