الرواية
ଧର୍ମ, ଧର୍ମାନ୍ତିକରଣ, ସାମାଜିକ ବାସ୍ତବତା ଓ ପ୍ରତିରୋଧକୁ ନେଇ ଗଢ଼ିଉଠିଥିବା ଏକ ବହୁଚର୍ଚ୍ଚିତ ଉପନ୍ୟାସ 'ଚାନ୍ଦ୍ରାୟଣ'! ଅନେକ ସ୍ପର୍ଶକାତର ଓ ଆବେଗମୟ ମୁହୂର୍ତ୍ତ ରହିଛି ଏ ଉପନ୍ୟାସରେ! ଚରିତ୍ରମାନେ ରକ୍ତ ମାଂସର ଶରୀର ଧାରଣ କରିଥିଲେ ମଧ୍ୟ ସୂକ୍ଷ୍ମ ଦୃଷ୍ଟିରେ ଦେଖିଲେ ସେସବୁ ଅବବୋଧ କେବଳ! ସେମାନେ ଯେତିକି ବିଦ୍ରୋହୀ, ସେତିକି ମମତ୍ୱର ଆଧାରରେ ବନ୍ଧା! ଶୁଣନ୍ତୁ ପ୍ରସିଦ୍ଧ ଉପସ୍ଥାପକ ବିଜୟ ମଲ୍ଲଙ୍କ ସ୍ୱରରେ ଏହି ଚମତ୍କାର ଉପନ୍ୟାସ...
© 2021 Storyside IN (دفتر الصوت ): 9789354344763
تاريخ الإصدار
دفتر الصوت : 15 مايو 2021

خطوة إلى عالم لا حدود له من القصص
لا توجد تعليقات بعد
قم بتنزيل التطبيق للانضمام إلى المحادثة وإضافة مراجعات.
عربي
الإمارات العربية المتحدة