"ମିତ୍ରାକୁ ସ୍ଥିର ଦୃଷ୍ଟିରେ ଚାହିଁଲା ମାନସ! ବହୁତ ଝଡ଼ି ଯାଇଛି ସେ! ମୁଣ୍ଡର ଓଢଣା ଫାଙ୍କରୁ ଦିଶିଯାଉଛି ତା କପାଳର ଗଭୀର କ୍ଷତଚିହ୍ନ! ବୋଉ କହୁଥିଲା ମୃତ୍ୟୁ ପାଖରୁ ଫେରିଆସିଛି ମିତ୍ରା! ବେଦନାରେ ଭାରି ହୋଇଉଠିଲା ତାର ଅନ୍ତର!"... ଏମିତି ଏକ ସୂକ୍ଷ୍ମ, ସାବଲୀଳ, ପ୍ରେମଭରା କାହାଣୀକୁ ନେଇ ରଚିତ ବିଶିଷ୍ଟ ଲେଖିକା ପ୍ରବୀଣା ମହାନ୍ତିଙ୍କ ଉପନ୍ୟାସ "ନୀଡ଼" ଆପଣଙ୍କୁ ନିଶ୍ଚିତ ରୂପେ ଚହଲେଇଦେବ! ଶୁଣନ୍ତୁ ତେବେ ଜଣାଶୁଣା ଅଭିନେତ୍ରୀ କୀର୍ତ୍ତି ମହାନ୍ତିଙ୍କ କଣ୍ଠରେ...
© 2021 Storyside IN (كتاب صوتي): 9789354349096
تاريخ النشر
كتاب صوتي: 22 يوليو 2021
أكثر من 200000 عنوان
وضع الأطفال (بيئة آمنة للأطفال)
تنزيل الكتب للوصول إليها دون الاتصال بالإنترنت
الإلغاء في أي وقت
