ସେ କଥା କହନ୍ତି ଯେପରି, ଲେଖନ୍ତି ବି ସେହିପରି। ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ କହୁଥିବା କାହାଣୀର ପରିପାର୍ଶ୍ଵ ସହ ଆକ୍ଷରିକ ଭାବେ ନିଜକୁ ସାମିଲ୍ କରିଥାନ୍ତି। ତେଣୁ ତାଙ୍କର ଅନୁଭୂତି, ଉପଲବ୍ଧି ଓ ଅନ୍ତର୍ଦୃଷ୍ଟି ଯେତେବେଳେ ଗଳ୍ପରେ ରୂପାୟିତ ହୁଏ, ତାହା ପାଠକକୁ ଆଶାତୀତ ସ୍ୱାଦ ଓ ଆବେଗ ଯୋଗାଇବାର ସାମର୍ଥ୍ୟ ରଖେ। ଓଡ଼ିଶାର ମାଟି, ପାଣି, ପବନ ସହିତ ଏକାତ୍ମ ଏ ଗାଳ୍ପିକଙ୍କ ଗଳ୍ପରେ ରୂପାୟିତ ସ୍ଥାନ ଓ ଘଟଣା ଏବଂ ଚରିତ୍ରସବୁ ନିହାତି ଚିହ୍ନାଚିହ୍ନା ଲାଗନ୍ତି। ଏହି ସଂକଳନରେ ସ୍ଥାନିତ ଗଳ୍ପଗୁଡ଼ିକରେ ଭିନ୍ନଭିନ୍ନ ପରିବେଶ ଓ ପରିସ୍ଥିତିର ଜଣେଜଣେ ଅର୍ଦ୍ଧାଙ୍ଗିନୀଙ୍କୁ ଭେଟିବେ ପାଠକେ ଏବଂ ଅନୁଭବ କରିପାରିବେ ଲେଖକଙ୍କ ଅକୃତ୍ରିମ ଓ ଅନନ୍ୟ ଅନୁଧ୍ୟାନର ଅପୂର୍ବ ଅନ୍ଦାଜ୍କୁ।
© 2021 Storyside IN (دفتر الصوت ): 9789354835421
تاريخ الإصدار
دفتر الصوت : 14 يوليو 2021

خطوة إلى عالم لا حدود له من القصص
التقييم الإجمالي استنادًا إلى تقييمات :reviewالعد
قم بتنزيل التطبيق للانضمام إلى المحادثة وإضافة مراجعات.
عربي
الإمارات العربية المتحدة