الرواية
"ପ୍ରିୟଙ୍କା ସରଗପାଲି ଛୁଇଁଲା ବେଳକୁ ଅନ୍ଧାର ଘାରିସାରିଥିଲା ସମଗ୍ର ଅଂଚଳକୁ! ବସରୁ ଓହ୍ଲେଇ ଦେଖିଲା, ବର ଓସ୍ତ ଗଛ ଦିଟି ଦରୱାନ ଭଳି ଛିଡା ହେଇଛନ୍ତି ସାଲୁଟ ମାରିବା ଭଙ୍ଗୀରେ! ପ୍ରିୟଙ୍କା ପାଖରେ ଅପରିଚିତ ନୁହେଁ ଗାଁ! ତଥାପି କେମିତି ଯିବ ବୋଲି ଚିନ୍ତା କରୁଥିଲା, ଦେଖିଲା ତାରି ଆଡକୁ ମୋପେଡ଼ଟିଏ ଫଟଫଟ ଶବ୍ଦ କରି ଆଗେଇ ଆସି ରହିଗଲା..." ତାପରେ କଣ ହେଲା ପ୍ରିୟଙ୍କାର? ଜାଣିବା ପାଇଁ ଶୁଣନ୍ତୁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ କଥାକାର ସରୋଜିନୀ ସାହୁଙ୍କ ବହୁଚର୍ଚ୍ଚିତ ଉପନ୍ୟାସ "ପ୍ରତିବନ୍ଦୀ", ସ୍ୱାତୀ ଶ୍ଵେତା ରାଉତଙ୍କ କଣ୍ଠରେ...
© 2021 Storyside IN (دفتر الصوت ): 9789354348822
تاريخ الإصدار
دفتر الصوت : 17 أغسطس 2021

خطوة إلى عالم لا حدود له من القصص
لا توجد تعليقات بعد
قم بتنزيل التطبيق للانضمام إلى المحادثة وإضافة مراجعات.
عربي
الإمارات العربية المتحدة