Short stories
କେବଳ ପାଠକର ମନୋରଞ୍ଜନ ନୁହେଁ, ତାର ଚିନ୍ତା ଓ ଚେତନାରେ ଆଲୋଡ଼ନ ସୃଷ୍ଟି କରିବା ପାଇଁ ଛୋଟଗଳ୍ପର ଭାବବସ୍ତୁ, ଭାଷାବିନ୍ୟାସ ଓ ପ୍ରକାଶଭଙ୍ଗୀରେ ନାନା ପରୀକ୍ଷା-ନିରୀକ୍ଷା କରିଛନ୍ତି ପ୍ରସିଦ୍ଧ କଥାକାର ଡ. ବିଭୂତି ପଟ୍ଟନାୟକ । ‘ଅଳକାର ପ୍ରେମିକ’ ତାଙ୍କର ସେମିତି ଏକ ଗଳ୍ପ ସଂକଳନ । ବିଶିଷ୍ଟ ସ୍ୱରଶିଳ୍ପୀ ଅନିତ୍ୟ ମହାନ୍ତିଙ୍କ କଣ୍ଠରେ ଶୁଣନ୍ତୁ ଚଉଦଟି ଚମତ୍କାର ଗପ...
© 2022 Storyside IN (Audiobook): 9789355445063
Release date
Audiobook: 1 August 2022

Step into an infinite world of stories
No reviews yet
Download the app to join the conversation and add reviews.
English
India