Listen and read

Step into an infinite world of stories

  • Listen and read as much as you want
  • Over 400 000+ titles
  • Bestsellers in 10+ Indian languages
  • Exclusive titles + Storytel Originals
  • Easy to cancel anytime
Subscribe now
Details page - Device banner - 894x1036
1 Ratings

4

Duration
7H 34min
Language
Odia
Format
Category

Fiction

ପଲ୍‍ସା ଆଉ ସୁଲି, ଗୋଟେ ମା ପେଟର ଦି'ଟା ଛୁଆ! ହେଲେ କାହିଁ କେତେ ଫରକ! ଦେଖିବାରେ ଆଉ କାମରେ ବି! ହେଲେ ଦି ଜଣ ଗୋଟାଏ ମୁହୂର୍ତ୍ତ ବି ଛଡ଼ାଛଡ଼ି ହେଇ ରହିପାରନ୍ତିନି! ଯାମିଲି ଦିଜଣଙ୍କୁ ଦେଖେ, ବିଚାର କରେ! ଏଇ ଗୋଟାଏ ପେଟରୁ ଦି'ପ୍ରକାରର ଏମିତି ପ୍ରାଣୀ ବାହାରିଲେ କେମିତି? ପଲ୍‍ସା ଏ ମାଟିରେ ଜନ୍ମ ନେଇଛି, ହେଲେ ସେ ଏ ମାଟିର ନୁହେଁ! ସେ ନିୟମଗିରି ପାହାଡ, ଜଙ୍ଗଲ ଆଉ ଝରଣାର ସମଷ୍ଟିରେ ନିଜର ସତ୍ତା ଅନୁଭବ କରିଛି! ସେସବୁକୁ ନେଇ ସେ ସମର୍ପଣ କରିବାକୁ ଚାହିଁଛି ମେଜର ଉଲାକାଙ୍କ ପାଖରେ! ବହୁତ ଆଶା, ଅନେକ ଅପେକ୍ଷା, ଆଉ ଅଫୁରନ୍ତ ଇଚ୍ଛା ନେଇ ସେ ଅପେକ୍ଷା କରିଛି ତାର ସେ ମନର ମଣିଷକୁ... କେବେ ପାଇବ ସେ ତାଙ୍କୁ? ଶୁଣନ୍ତୁ ପ୍ରଖ୍ୟାତ ଅଭିନେତା-ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କ ରଚିତ ଏମିତି ଏକ ଚିତ୍ତାକର୍ଷକ କାହାଣୀ; ପ୍ରସିଦ୍ଧ ଗାୟକ ବିଭୁ କିଶୋରଙ୍କ କଣ୍ଠରେ...

© 2021 Storyside IN (Audiobook): 9789354344534

Release date

Audiobook: 30 May 2021

Others also enjoyed ...

  1. Maya ଦେବବ୍ରତ ଦାସ
  2. Ardhangini ସଦାନନ୍ଦ ତ୍ରିପାଠୀ
  3. Krusha ଆଶିଷ ଗଡ଼ନାୟକ
  4. Istarupa ଯଶୋଧାରା ମିଶ୍ର
  5. Nabalaka ଅଜୟ ସ୍ୱାଇଁ
  6. Eithu Arambha ଗୌରହରି ଦାସ
  7. Chhuinle Prema ପବିତ୍ର ପାଣିଗ୍ରାହୀ
  8. Badagharara Dasi ଦେବଦାସ ଛୋଟରାୟ
  9. Syamala Sugandha ପ୍ରବୀଣା ମହାନ୍ତି
  10. Aloda Atita ଡ. ପ୍ରଶାନ୍ତ ବିଶ୍ୱାଳ
  11. Dhuli Dhusarita ପଦ୍ମଜ ପାଳ
  12. Prema Pahandi ସରୋଜ ବଳ
  13. Durdina ଜଗଦୀଶ ମହାନ୍ତି
  14. Bahare Barsha ସରୋଜ ବଳ
  15. Juli ସାରଦା ପ୍ରସାଦ ମିଶ୍ର
  16. Andharara Akhi ଡ. ପ୍ରଶାନ୍ତ ବିଶ୍ୱାଳ
  17. Hi Muni Kemiti Achha ପଦ୍ମଜ ପାଳ
  18. Magicianra Nijaloka ଶ୍ୟାମାପ୍ରସାଦ ଚୌଧୁରୀ
  19. Brain Operation ବିୟତପ୍ରଜ୍ଞା ତ୍ରିପାଠୀ
  20. Tume Trushnara Jala ବିଭୂତି ପଟ୍ଟନାୟକ
  21. Ajaya Ajasra ଅଜୟ ସ୍ୱାଇଁ
  22. Kandhei ମୃଣାଳ
  23. Chhapi Chhapi Basanti Rati ଅଜୟ ସ୍ୱାଇଁ
  24. Chhayasaudhara Abasesha ଗୌରହରି ଦାସ
  25. Nayikara Nama Shrabani ବିଭୂତି ପଟ୍ଟନାୟକ
  26. Upanibesha ସରୋଜିନୀ ସାହୁ
  27. Kaniska Kaniska ଜଗଦୀଶ ମହାନ୍ତି
  28. Ratira Ajaba Drushya ସାରଦା ପ୍ରସାଦ ମିଶ୍ର
  29. Chakra ଅଧ୍ୟାପକ ବିଶ୍ୱରଂଜନ
  30. Ahalya Dake Aa ନିବାରଣ ଜେନା