Listen and read

Step into an infinite world of stories

  • Listen and read as much as you want
  • Over 400 000+ titles
  • Bestsellers in 10+ Indian languages
  • Exclusive titles + Storytel Originals
  • Easy to cancel anytime
Subscribe now
Details page - Device banner - 894x1036
1 Ratings

3

Duration
3H 5min
Language
Odia
Format
Category

Fiction

"ସଞ୍ଜବେଳକୁ ଭାରିଜୋର ବର୍ଷା ହେଉଥାଏ! ବିଲେଇଟା ପଶିଆସିଲା ଘରକୁ! ଆମେ ସ୍ୱାମୀ ସ୍ତ୍ରୀ ହେଟ ହେଟ କରି ତାକୁ ତଡ଼ିଲୁ! ବିଲେଇଟି ଗଲାବେଳେ ଥରେ ମୁହଁ ବୁଲେଇ ଆମଆଡ଼କୁ ଚାହିଁଲା! ମୋତେ ଲାଗିଲା: ତାର ନୀଳ ଆଖିର ଚାହାଣୀରେ ଭାରି ଧିକ୍କାର ଥିଲା: କି ମଣିଷ ହେଇଛ, ଏମିତି ବର୍ଷା ବାଦଲ ସଂଜରେ ମୋତେ ଘରୁ ତଡି ଦେଉଛ? ତାପରଠୁ ସେ ବିଲେଇକୁ ଆଉ ମୁଁ କେବେ ଦେଖିନି!" ଏଇ ଅଭିଜ୍ଞତା ନେଇ ବିଶିଷ୍ଟ ଲେଖକ ମୃଣାଳ ଲେଖିବା ଆରମ୍ଭ କରିଥିଲେ ଉପନ୍ୟାସ 'କଣ୍ଢେଇ', ଯାହାର ମୁଖ୍ୟ ଚରିତ୍ର ହେଉଛି ଗୋଟେ ବିଲେଇ! ଲେଖକ କହନ୍ତି, ବିଲେଇ ଭିତରେ ଯେତିକି ମଣିଷ ଅଛି, ମଣିଷ ଭିତରେ ତାଠୁ ଅଧିକ ବିଲେଇ ଅଛି! ତେବେ ଡେରି କାହିଁକି, ଚାଲନ୍ତୁନା ଶୁଣିନେବା ଏଇ ହାସ୍ୟରସାତ୍ମକ କାହାଣୀକୁ ଏଥର...

© 2021 Storyside IN (Audiobook): 9789354343612

Release date

Audiobook: 20 April 2021

Others also enjoyed ...