ଅକାଳରେ ଆମ ସମସ୍ତଙ୍କୁ ଛାଡି ଚାଲିଯାଇଥିବା ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ କଥାକାର ସାରଦା ପ୍ରସାଦ ମିଶ୍ରଙ୍କ 'ଜୀବାଶ୍ମ' ଉପନ୍ୟାସ ଯେଉଁମାନେ ପଢିନାହାନ୍ତି, ସେମାନେ ଜାଣିପାରିବେ ନାହିଁ ଜଣେ ଆଧୁନିକ ଓଡ଼ିଆ ନାରୀର ପ୍ରେମ, ଉତ୍ସର୍ଗ ଓ ଆଦର୍ଶର କଥା! 'କଥା' ପତ୍ରିକାରେ ପ୍ରକାଶ ପାଇ ଏକଦା ଆଲୋଡନ ସୃଷ୍ଟି କରିଥିବା ଏହି ଉପନ୍ୟାସରେ ଜୀବନର କ୍ରୂର ବାସ୍ତବତାକୁ ବେଶ କଳାତ୍ମକ ରୂପରେ ଉପସ୍ଥାପନା କରାଯାଇଛି! ଆଲୋକ ଅଗ୍ନିବେଶଙ୍କ କଣ୍ଠରେ ଚାଲନ୍ତୁନା ଥରେ ଶୁଣିନେବା...
© 2021 Storyside IN (Audiobook): 9789354344015
Release date
Audiobook: 20 April 2021

Step into an infinite world of stories
Overall rating based on 5 ratings
Heartwarming
Cozy
Funny
Download the app to join the conversation and add reviews.
Showing 1 of 5
Trilochan
1 Jul 2021
ବହୁତ ବଢିଆ ହୋଇଛି। ଏହି ଉପନ୍ୟାସ ଅନେକ ଦିନ ପଢିବାର ଇଛା ଥିଲା ଯାହା ହେଉ ଷ୍ଟୋରି ଟେଲର ଏହି ପ୍ରୟାସ ରେ ଶୁଣିବାକୁ ମିଳିଲା । ଖୁସି ଲାଗିଲା ଏ ସୁନ୍ଦର ଉପନ୍ୟାସ । ସ୍ବର ବେଶ ବାନ୍ଧି ରଖିଲା।
English
India