خطوة إلى عالم لا حدود له من القصص
5
كتب الناشئة
ଆଜିର ଇଲେକ୍ଟ୍ରୋନିକ୍ସ ଯୁଗରେ ବି ପଣ୍ଡିତ ବିଷ୍ଣୁଶର୍ମା ବିରଚିତ ‘ପଞ୍ଚତନ୍ତ୍ର’ର କାହାଣୀ ତା’ର ଗୌରବ ଓ ଔଜ୍ଜ୍ୱଲ୍ୟ ବଜାୟ ରଖିଛି। କେବଳ ଶିଶୁ-କିଶୋର ନୁହଁନ୍ତି, ପରିବାର, ସମାଜ ଓ ରାଷ୍ଟ୍ରର ସବୁ ବର୍ଗର ଲୋକଙ୍କ ପାଇଁ ମନଛୁଆଁ କାହାଣୀ ଛଳରେ ‘ପଞ୍ଚତନ୍ତ୍ର’ ସଜାଇ ରଖିଛି ଗଭୀର ଜୀବନଦର୍ଶନ ଓ ନିତିକଥାର ନାନ୍ଦନିକ ଐଶ୍ୱର୍ଯ୍ୟ। ଡକ୍ଟର ବିବୁଧରଂଜନଙ୍କ କମନୀୟ ଭାଷା ଓ ନମନୀୟ ବର୍ଣ୍ଣନା ଏ ବହିଟିକୁ ଅଧିକ ରସାଳ କରିବାରେ ସହାୟକ ହୋଇଛି।
© 2021 Storyside IN (دفتر الصوت ): 9789354835582
تاريخ الإصدار
دفتر الصوت : 17 يوليو 2021

عربي
الإمارات العربية المتحدة