Bahare Barsha ସରୋଜ ବଳ
Step into an infinite world of stories
Short stories
ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ ପବିତ୍ର ପାଣିଗ୍ରାହୀ ବାସ୍ତବ ଜୀବନକୁ ଗଳ୍ପରେ ପରିଣତ କରିବାର ଦକ୍ଷତା ରଖନ୍ତି! ତେବେ ତାଙ୍କ ପ୍ରେମଗଳ୍ପଗୁଡିକ ପଢିଲାବେଳେ ଜମା ମନେହୁଏନାହିଁ ଯେ ସେସବୁ ଗଳ୍ପ ବୋଲି, ବରଂ ଲାଗେ ଯେମିତି ସେସବୁ ଆମର ନିଜସ୍ୱ ଅନୁଭବ ଓ ଅଙ୍ଗେନିଭା କଥା! 'ଛୁଇଁଲେ ପ୍ରେମ' ବହିଟିରେ ରହିଛି ସେମିତି କିଛି ଗପ, ଯାହା ଭିତରୁ ଚରିତ୍ରମାନେ ବାହାରି ଆସି ଆପଣଙ୍କୁ ଛୁଇଁଦେବା ଭଳି ମନେହେବ! ବିଶିଷ୍ଟ ଅଭିନେତା ଓ ନିର୍ଦ୍ଦେଶକ ଶକ୍ତି ବରାଳଙ୍କ କଣ୍ଠରେ ଶୁଣନ୍ତୁ ପବିତ୍ର ପାଣିଗ୍ରାହୀଙ୍କ ଏହିସବୁ ମନଛୁଆଁ ଗପ...
© 2021 Storyside IN (Audiobook): 9789354835506
Release date
Audiobook: 12 July 2021
English
India