Bahare Barsha ସରୋଜ ବଳ
Step into an infinite world of stories
Classics
ପୁରୀ ସହରର କୌଣସି ଏକ ଗଳିରେ ଅତିବାହିତ ଶୈଶବର କାହାଣୀ 'ସକାଳର ମୁହଁ'! ଏହି ଉପନ୍ୟାସରେ ବର୍ଣ୍ଣିତ ଘଟଣାସବୁର ସମୟକାଳ 1950-55! ଉପନ୍ୟାସଟି ପଢିଲା ବେଳେ ସେ ସମୟର ପୁରୀ ସହର କଳ୍ପନାରେ ସଚିତ୍ର ହୋଇଉଠେ! ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ କଥାକାର ଗଣେଶ୍ୱର ମିଶ୍ରଙ୍କ ସାବଲୀଳ ବର୍ଣ୍ଣନାରେ ଭେଟନ୍ତୁ ତାଙ୍କର ପ୍ରସିଦ୍ଧ ଉପନ୍ୟାସ 'ସକାଳର ମୁହଁ'ର ବିଶ୍ୱସନୀୟ ଚରିତ୍ରମାନଙ୍କୁ...
© 2021 Storyside IN (Audiobook): 9789354342974
Release date
Audiobook: 17 June 2021
English
India