Listen and read

Step into an infinite world of stories

  • Listen and read as much as you want
  • Over 400 000+ titles
  • Bestsellers in 10+ Indian languages
  • Exclusive titles + Storytel Originals
  • Easy to cancel anytime
Subscribe now
Details page - Device banner - 894x1036
Cover for Chhatrapati Bibekananda
1 Ratings

5

Duration
6H 52min
Language
Odia
Format
Category

Non-Fiction

ଶରତ କୁମାର ମହାନ୍ତି ଓଡ଼ିଆ ସାହିତ୍ୟର ଜଣେ ଶକ୍ତିଶାଳୀ ଗଦ୍ୟକାର! ବିଶ୍ୱର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ତତ୍ତ୍ୱକୁ ସେ ଖୁବ ସରଳ ଭାବ ଓ ଭାଷାରେ ଉପସ୍ଥାପନ କରି ଓଡ଼ିଆ ପାଠକଙ୍କ ପ୍ରିୟଭାଜନ ହୋଇ ପାରିଛନ୍ତି! 'ଛତ୍ରପତି ବିବେକାନନ୍ଦ' ପୁସ୍ତକଟି ତାଙ୍କର ଅନ୍ୟତମ ବହୁପଠିତ ପୁସ୍ତକ, ଯେଉଁଥିରେ ସ୍ୱାମୀ ବିବେକାନନ୍ଦଙ୍କୁ ଭାରତବର୍ଷର ଜଣେ ଅଦ୍ଵିତୀୟ ଜନନାୟକ ଭାବେ ଚିତ୍ରିତ କରାଯାଇଛି! କେବଳ ଋଷି ବା ସନ୍ଥ ଭାବେ ତାଙ୍କୁ ସୀମିତ ନରଖି ଆମ ସମାଜର ଉତ୍ଥାନ ପାଇଁ ସେ କିପରି ସମସ୍ତ ଶକ୍ତି ବିନିଯୋଗ କରିଥିଲେ, ସେ ବିଷୟରେ ବିଶ୍ୱସନୀୟ ଯୁକ୍ତି ଓ ପ୍ରମାଣ ରଖିଛନ୍ତି! ସୁବ୍ରତ କୁମାର ପତିଙ୍କ କଣ୍ଠରେ ଆସନ୍ତୁ ଶୁଣିବା ସେହି ତେଜସ୍ୱୀପୁରୁଷ ବିବେକାନନ୍ଦଙ୍କୁ, ଶରତ କୁମାର ମହାନ୍ତିଙ୍କ ଭାଷାରେ...

© 2021 Storyside IN (Audiobook): 9789354342424

Release date

Audiobook: 30 May 2021

Others also enjoyed ...