Listen and read

Step into an infinite world of stories

  • Listen and read as much as you want
  • Over 400 000+ titles
  • Bestsellers in 10+ Indian languages
  • Exclusive titles + Storytel Originals
  • Easy to cancel anytime
Subscribe now
Details page - Device banner - 894x1036
Duration
3H 39min
Language
Odia
Format
Category

Fiction

ଉଭୟ ଓଡ଼ିଆ ଓ ଇଂରାଜୀରେ ଲେଖୁଥିବା ଡ. ସରୋଜିନୀ ସାହୁ ଜଣେ ବହୁପଠିତ ଭାରତୀୟ ଲେଖିକା, ଯାହାଙ୍କର ଅନେକ ଗଳ୍ପ ଓ ଉପନ୍ୟାସ ଭାରତ ଓ ବିଦେଶର ବିଭିନ୍ନ ଭାଷାରେ ଅନୁଦିତ ହୋଇ ଖୁବ ପାଠକୀୟ ଆଦୃତି ଲାଭକରିଛି! 'ଦାଦନ' ତାଙ୍କର ଅନ୍ୟତମ ଚର୍ଚ୍ଚିତ ଉପନ୍ୟାସ, ଯେଉଁଥିରେ ସେ ଶିକ୍ଷିତ ବେକାରମାନଙ୍କୁ ସରକାରୀ ଦାଦନ କର୍ମଚାରୀ ଭାବେ ଚିତ୍ରିତ କରିଛନ୍ତି! ସାମ୍ପ୍ରତିକ ଯୁବସମାଜର ସ୍ୱପ୍ନ, ସମ୍ପର୍କ, ଜୀବନ ଓ ସଂଘର୍ଷର କାହାଣୀକୁ ନେଇ ଗତିଶୀଳ 'ଦାଦନ' ଏକ ଚମତ୍କାର ଉପନ୍ୟାସ! ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧାଞ୍ଜଳି ପାଣିଗ୍ରାହୀଙ୍କ କଣ୍ଠରେ ଚାଲନ୍ତୁ ଶୁଣିବା ଏହି ଉପନ୍ୟାସ...

© 2021 Storyside IN (Audiobook): 9789354342431

Release date

Audiobook: 20 April 2021

Others also enjoyed ...

  1. Meghapakshira Gita ହିରଣ୍ମୟୀ ମିଶ୍ର
  2. Syamala Sugandha ପ୍ରବୀଣା ମହାନ୍ତି
  3. Jibashma ସାରଦା ପ୍ରସାଦ ମିଶ୍ର
  4. Andharara Akhi ଡ. ପ୍ରଶାନ୍ତ ବିଶ୍ୱାଳ
  5. Galpa Sambhara ବସନ୍ତ କୁମାର ଶତପଥୀ
  6. Galpa Swalpa - Part 1 ଫକୀରମୋହନ ସେନାପତି
  7. Password ସ୍ଵାଗତିକା ସ୍ୱାଇଁ
  8. Magicianra Nijaloka ଶ୍ୟାମାପ୍ରସାଦ ଚୌଧୁରୀ
  9. Nayikara Nama Shrabani ବିଭୂତି ପଟ୍ଟନାୟକ
  10. Durdina ଜଗଦୀଶ ମହାନ୍ତି
  11. Swapnara Saudagara ବିଭୂତି ପଟ୍ଟନାୟକ
  12. Kandhei ମୃଣାଳ
  13. Galpa Swalpa - Part 2 ଫକୀରମୋହନ ସେନାପତି
  14. Pakhala Ekala Sekala ଦେବ୍ରାଜ ଲେଙ୍କା
  15. Kete Rangara Jibana ଗୌରହରି ଦାସ
  16. Nabalaka ଅଜୟ ସ୍ୱାଇଁ
  17. Swapna Khojalimane ସରୋଜିନୀ ସାହୁ
  18. Chenae Jahnaalua ସୃଷ୍ଟିଶ୍ରୀ ନାଏକ
  19. Maya ବିୟତପ୍ରଜ୍ଞା ତ୍ରିପାଠୀ
  20. Sati ସଦାନନ୍ଦ ତ୍ରିପାଠୀ
  21. Nida ପ୍ରବୀଣା ମହାନ୍ତି
  22. Bahare Barsha ସରୋଜ ବଳ
  23. Upanibesha ସରୋଜିନୀ ସାହୁ
  24. Ardhangini ସଦାନନ୍ଦ ତ୍ରିପାଠୀ
  25. Nibida Niswana ପ୍ରବୀଣା ମହାନ୍ତି
  26. Katha Sarenahin ଅରବିନ୍ଦ ରାୟ
  27. Ghodsabar Katha ପ୍ରକାଶ ମହାପାତ୍ର
  28. Sakalara Munha ଗଣେଶ୍ୱର ମିଶ୍ର
  29. Ajaya Ajasra ଅଜୟ ସ୍ୱାଇଁ
  30. Salam Mumbai କମଳା ଶତପଥୀ
  31. Brain Operation ବିୟତପ୍ରଜ୍ଞା ତ୍ରିପାଠୀ
  32. Juli ସାରଦା ପ୍ରସାଦ ମିଶ୍ର
  33. Nian ମୃଣାଳ
  34. Katha Charipada ସୌଭାଗ୍ୟ କୁମାର ମିଶ୍ର
  35. Dhuli Dhusarita ପଦ୍ମଜ ପାଳ
  36. Gambhiri Ghara ସରୋଜିନୀ ସାହୁ
  37. Eithu Arambha ଗୌରହରି ଦାସ
  38. Uttaradhikara ଜଗଦୀଶ ମହାନ୍ତି
  39. Kaniska Kaniska ଜଗଦୀଶ ମହାନ୍ତି
  40. X Factor ମମତାମୟୀ ଚୌଧୁରୀ
  41. Chhamana Athaguntha ଫକୀରମୋହନ ସେନାପତି
  42. Istarupa ଯଶୋଧାରା ମିଶ୍ର
  43. Mamughara Chaunri ପଦ୍ମଜ ପାଳ
  44. Shakti ମୃଣାଳ
  45. Apananka Agyandhina ଗୌରହରି ଦାସ
  46. Birala Bijaya ବିଜୟ ପ୍ରସାଦ ମହାପାତ୍ର