Gopana Kathati Kuha ଗଙ୍ଗାଧର ବିଶ୍ୱାଳ
Step into an infinite world of stories
ବିଭିନ୍ନ ପ୍ରତିକୂଳତା ମଧ୍ୟରେ ନାରୀଟିଏ ଯେବେ ଜିଇଁ ରହିବାପାଇଁ ଆଉଗୋଟିଏ ନାରୀର ସାନ୍ନିଧ୍ୟ ଲୋଡ଼େ, ସେତେବେଳେ ପ୍ରସଙ୍ଗଟି ବ୍ୟକ୍ତିଗତ ଯୌନତାଠାରୁ ଊର୍ଦ୍ଧ୍ୱରେ ଏକ ସାମାଜିକ ବିଦ୍ରୋହ ପାଲଟିଯାଏ! ଯୌନତାକୁ ନାରୀର ଏକାନ୍ତ ବ୍ୟକ୍ତିଗତ ବିଷୟ ଏବଂ ତା ଉପରେ ନାରୀର ସମ୍ପୂର୍ଣ୍ଣ ଅଧିକାର ଅଛି ବୋଲି ଦାବି କରୁଥିବା ବିଶିଷ୍ଟ ବାମାବାଦୀ ଲେଖିକା ସରୋଜିନୀ ସାହୁଙ୍କ ଉପନ୍ୟାସ 'ଅସାମାଜିକ' ଏକ ଭର୍ବାଲ ଚ୍ୟାଲେଞ୍ଜ! ଶୁଣନ୍ତୁ କ୍ଳାଇମାକ୍ସରେ ନିର୍ବାକ କରିଦେଉଥିବା ଏହି ହଲଚଲ ସୃଷ୍ଟିକାରୀ କାହାଣୀ...
© 2021 Storyside IN (Audiobook): 9789354349140
Release date
Audiobook: 3 June 2021
English
India