Eithu Arambha ଗୌରହରି ଦାସ
Step into an infinite world of stories
Short stories
ସମକାଳୀନ ଓଡ଼ିଆ ସାହିତ୍ୟରେ କଥାକାର ସଦାନନ୍ଦ ତ୍ରିପାଠୀ ଜଣେ ଦକ୍ଷ ଶିଳ୍ପୀ। ଅନୁଭବର ଗଭୀରତା ଓ ଅନୁଶୀଳନର ନିଷ୍ଠା ଯୋଗୁଁ ତାଙ୍କର ଗଳ୍ପଗୁଡ଼ିକ ସୁଗଠିତ, ସୁପାଠ୍ୟ ଓ ସୁସଂସ୍କୃତ। କାହାଣୀ ଗଢ଼ାରେ ନିଜସ୍ୱ ମୌଳିକ କାରିଗରୀ ଓ ଚରିତ୍ର ଚିତ୍ରଣରେ ବିଶ୍ୱସନୀୟତା ତାଙ୍କ ଗଳ୍ପକୁ କ୍ଲାସିକ୍ ପର୍ଯ୍ୟାୟକୁ ନେଇଥାଏ। ‘ସତୀ’ ପୁସ୍ତକ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ଶ୍ରୀ ତ୍ରିପାଠୀଙ୍କ ଏହି ‘କବିର ସମୟ’ ସଂକଳନଟି ଏକ ଚମତ୍କାର ପରିକଳ୍ପନା; ଯେଉଁଥିରେ ସେ ‘କବି’କୁ କେନ୍ଦ୍ରରେ ରଖି ଅନେକଗୁଡ଼ିଏ ମନଛୁଆଁ ଗଳ୍ପ ଖଂଜିଛନ୍ତି। ନଳିନୀକାନ୍ତ ବିଶ୍ୱାଳଙ୍କ କଣ୍ଠରେ ଆସନ୍ତୁ ଶୁଣିବା...
© 2021 Storyside IN (Audiobook): 9789354835476
Release date
Audiobook: 13 July 2021
English
India