Jean-Paul Sartre ଶରତ କୁମାର ମହାନ୍ତି
Step into an infinite world of stories
4
Biographies
ବ୍ୟାସକବି ଫକୀରମୋହନ ସେନାପତିଙ୍କ 'ଆତ୍ମଚରିତ' ଓଡ଼ିଆ ଭାଷା-ସାହିତ୍ୟର ଏକ ବିରଳତମ ଆତ୍ମକଥନ, ଯାହା କେବଳ ବ୍ୟକ୍ତିଗତ ଅନୁଭବ ବା ଅନୁଭୁତି ନୁହେଁ, ବରଂ ତତ୍କାଳୀନ ସାମାଜିକ ସ୍ଥିତି ଓ ଅବକ୍ଷୟର କଥା ମଧ ବଖାଣେ! ଖୁବ ରସାଳ, ରମଣୀୟ ଓ ଚଟୁଳ ଭାଷାରେ ବ୍ୟାସକବି କିପରି ନିଜ ସମୟକୁ ବ୍ୟଙ୍ଗ କରିଛନ୍ତି, ତାହା ପ୍ରତ୍ୟକ ଓଡ଼ିଆ ଜାଣିବା କଥା!
© 2021 Storyside IN (Audiobook): 9789354342899
Release date
Audiobook: 9 September 2021
English
India