Galpa Sambhara ବସନ୍ତ କୁମାର ଶତପଥୀ
5
Religion & Spirituality
ସୋସିଆଲ ମିଡିଆରେ ଛୋଟଛୋଟ ମଜାଦାର ଅଥଚ ଗୁରୁତ୍ୱପୂର୍ଣ୍ଣ କଥା ଲେଖି ଚର୍ଚ୍ଚା ସାଉଁଟିଥିବା ଜଣେ ଆଗଧାଡିର କଥାକାର ହେଉଛନ୍ତି ପ୍ରକାଶ ମହାପାତ୍ର! ଗଳ୍ପ ପାଇଁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ପ୍ରକାଶ ମହାପାତ୍ରଙ୍କ କଥାସବୁରେ ଥାଏ କୁହୁକ ଆକର୍ଷଣ, ଯାହା ପାଠକକୁ ନିମିଷକେ ବାନ୍ଧିନିଏ ଓ ଅଜଣା ଚେତନା-ଜଗତକୁ ନେଇଯାଏ! ସ୍ୱଭାବରେ ଆରଣ୍ୟକ ଓ ମାତାଲ, ଚେତନାରେ ନଦୀର ପ୍ରବାହମାନତା, ଭାବରେ ପାଗଳର ତନ୍ମୟତା, ଆଚରଣରେ କବିର ବେହିସାବିପଣ- ଏସବୁକୁ ନେଇ ଗଢ଼ା ପ୍ରକାଶ ମହାପାତ୍ରଙ୍କ ଏଇ ଲେଖାଗୁଡିକ ବି ଅଦ୍ଭୁତ ଭାବେ ଆକର୍ଷଣୀୟ ଓ ଜୀବନ୍ତ... ଶୁଣି ଦେଖନ୍ତୁ ସିନେଅଭିନେତା ଶ୍ରୀକାନ୍ତ ଗୌତମଙ୍କ କଣ୍ଠରେ...
© 2021 Storyside IN (Audiobook): 9789354340154
Release date
Audiobook: 15 May 2021
