Salam Mumbai କମଳା ଶତପଥୀ
Juli
- By
- With:
- Publisher
ସାରଦା ପ୍ରସାଦ ମିଶ୍ରଙ୍କ ଉପନ୍ୟାସର ସବୁଠୁ ଆକର୍ଷଣୀୟ ଦିଗଟି ହେଉଛି କହିବାର ଢଙ୍ଗ। ପରମ୍ପରାର ପୃଷ୍ଠଭୂମିରେ ସମକାଳକୁ ନୂଆ ପୋଷାକରେ ଛିଡ଼ା କରାଇବାରେ ସେ ଅପ୍ରତିଦ୍ୱନ୍ଦ୍ୱୀ ଶିଳ୍ପୀ। ୨୦୧୦ ମସିହାରେ ସରୋଜ ବଳଙ୍କ ସମ୍ପାଦିତ ‘ସାମ୍ନା’ ପତ୍ରିକାରେ ପ୍ରକାଶ ପାଇ ପାଠକ ଓ ଲେଖକମାନଙ୍କ ଭିତରେ ଚହଳ ସୃଷ୍ଟି କରିଥିବା ତାଙ୍କର ବହୁଚର୍ଚ୍ଚିତ ଉପନ୍ୟାସ ହେଉଛି ‘ଜୁଲି’। ଚିରାଚରିତ କଥନଭଂଗୀରୁ ମୁକୁଳି ଗପ, କବିତା, ଗୀତ, ପୁରାଣ ଶୈଳୀରେ ସେ ଯେପରି ‘ଜୁଲି’ର ବିନ୍ୟାସ କରିଛନ୍ତି, ତାହାକୁ ନିଃସନ୍ଦେହରେ ଓଡ଼ିଆ ଉପନ୍ୟାସର ‘ମଡର୍ଣ୍ଣ କ୍ଲାସିକ୍’ ବୋଲି କୁହାଯାଇପାରେ। ଆପଣ ବି ଶୁଣନ୍ତୁ ଓ ମତ ଦିଅନ୍ତୁ...
© 2021 Storyside IN (Audiobook): 9789354344091
Release date
Audiobook: 17 June 2021
Others also enjoyed ...
- Mrutyunjay Bhag 1 - Karn Shivaji Sawant
- Shriman Yogi Ranjit Desai
- URAKKAPPISHACH: ഉറക്കപ്പിശാച് S P SARATH
- Yugandhar Shivaji Sawant
- October Junction Divya Prakash Dubey
- Chhava Prakaran 1 Shivaji Sawant
- Gunahon ka Devta Dharmveer Bharti
- Kanthamalacharitham Vishnu M C
- Harry Potter and the Philosopher's Stone J.K. Rowling
- Francis Itticora T D Ramakrishnan
- Ravan Raja Rakshsancha Sharad Tandale
- Bangarwadi Vyankatesh Madgulkar
- Lok Maze Sangati Sharad Pawar
- Ikigai: The Japanese Secret to a Long and Happy Life Francesc Miralles, Hector Garcia
- Khasakkinte Ithihasam O V Vijayan
