Bahare Barsha ସରୋଜ ବଳ
Step into an infinite world of stories
ପଦ୍ମଜ ପାଳ ଆମ ସମୟର ଅନ୍ୟତମ ସଶକ୍ତ ସର୍ଜନାକାର । ବିଶେଷତଃ ଗଳ୍ପ ଓ ଉପନ୍ୟାସରେ ସେ ତାଙ୍କର ପ୍ରର୍ଯ୍ୟାପ୍ତ ସୃଜନଶୀଳତା ବିନିଯୋଗ କରିଛନ୍ତି; ଯାହା ବଦଳରେ ଓଡ଼ିଆ ସାହିତ୍ୟ ପାଇଛି ବେଶ୍କିଛି ଉଲ୍ଲେଖନୀୟ ଓ ସ୍ମରଣୀୟ କଥାସାହିତ୍ୟ । ‘ହାଏ ମୁନି, କେମିତି ଅଛ!’ ସମକାଳର ସାକ୍ଷ୍ୟ ଓ ସଂବେଦନା ବହନ କରୁଥିବା ଏକ ପରୀକ୍ଷାଧର୍ମୀ ଉପନ୍ୟାସ, ଯାହା ‘କଥା’ରେ ଧାରାବାହିକ ଭାବେ ପ୍ରକାଶ ପାଇ ଅପୂର୍ବ ପାଠକୀୟତା ହାସଲ କରିଥିଲା । ଥରେ ଶୁଣି ଦେଖନ୍ତୁ ଅଭିରାମ ଖୁଣ୍ଟିଆଙ୍କ କଣ୍ଠରେ...
© 2021 Storyside IN (Audiobook): 9789354343698
Release date
Audiobook: 8 August 2021
English
India