ଗ୍ରାମୀଣ ପରିବେଶରେ ବଢିଥିବା ବିଜୁଭାଇ ସମୟକ୍ରମେ କେମିତି ବିର୍ଜୁ ମହାରାଜାରେ ପରିଣତ ହୋଇଛନ୍ତି, ତାର ଚମତ୍କାର କାହାଣୀ କହେ "ଅପଦେବତା" ଉପନ୍ୟାସ! ଯିଏ ଯେଭଳି କାର୍ଯ୍ୟ କରିବ, ସିଏ ସେଭଳି ଫଳ ପାଇବ- ଏଇ ମର୍ମରେ ରଚିତ ବିଶିଷ୍ଟ କଥାକାର ପଦ୍ମଜ ପାଳଙ୍କ ଏହି ଉପନ୍ୟାସଟି ନିଶ୍ଚିତ ଭାବରେ ଶ୍ରୋତାଙ୍କର ହୃଦୟରେ ମନ୍ଥନ ସୃଷ୍ଟି କରିବ, ସନ୍ଦେହ ନାହିଁ! ଆସନ୍ତୁ ତେବେ ସ୍ମୃତିକଥା ଶୈଳୀରେ ଲିଖିତ "ଅପଦେବତା" ଶୁଣିବା ବିଶିଷ୍ଟ କଣ୍ଠଶିଳ୍ପୀ କରୁଣାକରଙ୍କ ସ୍ୱରରେ...
© 2021 Storyside IN (Audiobook): 9789354830600
Release date
Audiobook: 17 July 2021

Step into an infinite world of stories
Overall rating based on 6 ratings
Cozy
Page-turner
Mind-blowing
Download the app to join the conversation and add reviews.
English
India