Brain Operation ବିୟତପ୍ରଜ୍ଞା ତ୍ରିପାଠୀ
Password
- Authors
- Narrators
- Publisher
ଜଣେ ସାଧାରଣ ମଣିଷ ତା’ ଜୀବନକାଳରେ ଅନେକ ମାନସିକ ଦୁଃସ୍ଥିତି ଭୋଗେ। କିନ୍ତୁ ଦେଖିବାବେଳକୁ ସେଠି ତା’ ହାତରେ କିଛି ବୋଲି କରିବାକୁ ନଥାଏ। ବରଂ ସେ ଭାବେ ଏଗୁଡ଼ିକ ତା’ ପାଇଁ ଏକାବେଳକେ ଅଭାବିତ ଏବଂ ଅବଧାରିତ। ସୌଭାଗ୍ୟ ଆଗରେ ‘ପାସ୍ୱାର୍ଡ’ ଏଇଭଳି ଗୋଟେ ଦୁରବସ୍ଥାର ବିକଳ୍ପ ହୋଇ ଉଭାହୁଏ। ଆଉ କହେ, ୟା ଭିତରୁ ମୁକୁଳିହବ। ହଁ ମୁକୁଳିହବ। କେବଳ ଟିକିଏ ସତ୍ସାହସ ଦେଖାଅ। ନିଜ ସହିତ ନିଜେ ଜୀବନ ବଞ୍ଚିବାର ସତ୍ସାହସ। ପ୍ରଥମ 'ଅକ୍ଷୟ ପ୍ରତିଭା ଉପନ୍ୟାସ ସମ୍ମାନ' ପାଇଥିବା ଯୁବପିଢିର ଶକ୍ତିଶାଳୀ ଲେଖିକା ସ୍ଵାଗତିକା ସ୍ୱାଇଁଙ୍କ ରଚିତ ଏହି ଚମତ୍କାର ଉପନ୍ୟାସଟି ନିଶ୍ଚୟ ଶୁଣନ୍ତୁ...
© 2021 Storyside IN (Audiobook): 9789354344336
Release date
Audiobook: 12 May 2021
Others also enjoyed ...
- Mrutyunjay Bhag 1 - Karn Shivaji Sawant
- Shriman Yogi Ranjit Desai
- URAKKAPPISHACH: ഉറക്കപ്പിശാച് S P SARATH
- October Junction Divya Prakash Dubey
- Yugandhar Shivaji Sawant
- Kanthamalacharitham Vishnu M C
- Chhava Prakaran 1 Shivaji Sawant
- Harry Potter and the Philosopher's Stone J.K. Rowling
- Gunahon ka Devta Dharmveer Bharti
- Francis Itticora T D Ramakrishnan
- Ravan Raja Rakshsancha Sharad Tandale
- Ikigai: The Japanese Secret to a Long and Happy Life Francesc Miralles, Hector Garcia
- Lok Maze Sangati Sharad Pawar
- Bangarwadi Vyankatesh Madgulkar
- The Secret Rhonda Byrne
