Nija Nija Panipatha ଜଗଦୀଶ ମହାନ୍ତି
Step into an infinite world of stories
Fiction
ମେଧା ତେବେ କ’ଣ ଚାହେଁ? କ’ଣ ପାଇଁ ସେ ଆସିଥିଲା ଅନିରୁଦ୍ଧ ପାଖକୁ? କାହିଁକି ବର୍ଷବର୍ଷ ଧରି ତାଙ୍କ ଭିତରେ ଚିଠିପତ୍ରର ଆଦାନପ୍ରଦାନ? ସଙ୍ଗୀତ ପାଇଁ? ତାଙ୍କ ସଂପର୍କରେ କୌଣସିଠି ସଙ୍ଗୀତ ନାଇଁ । ତାଳ, ଲୟ, ଆରୋହ, ଅବରୋହର ଆଦୌ ସ୍ଥାନ ନାହିଁ ।... ଏମିତି ଏକ ଦ୍ୱନ୍ଦ୍ୱ ନେଇ ଗଢ଼ିଉଠିଥିବା ଉପନ୍ୟାସ ‘ଉପନିବେଶ’ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପାପ୍ତ ବିଶିଷ୍ଟ କଥାକାର ସରୋଜିନୀ ସାହୁଙ୍କର ଅନ୍ୟତମ ସଫଳ ସୃଷ୍ଟି । ଆସନ୍ତୁ ଶୁଣିବା ବିଶିଷ୍ଟ ସଙ୍ଗୀତଜ୍ଞ ଶରତ ନାୟକଙ୍କ କଣ୍ଠରେ...
© 2021 Storyside IN (Audiobook): 9789354348747
Release date
Audiobook: 9 August 2021
English
India