୧୯୯୭ ମସିହା ଫେବୃଆରୀ ୨୩ରେ ବାରିପଦାର ମଧୁବନଠାରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ପ୍ରେକ୍ଷାପଟରେ ଲିଖିତ 'ନିଆଁ' ଉପନ୍ୟାସ, ଯାହା ସେଇ ସମୟ ଓ ଘଟଣାର ଏକ ମାନବିକ ଦଲିଲ! ଏହାର ଲେଖକ ମୃଣାଳ ଓଡ଼ିଆ ସାହିତ୍ୟର ଅନ୍ୟତମ ଶକ୍ତିଶାଳୀ କଥାକାର କେବଳ ନୁହନ୍ତି, ଜଣେ ପ୍ରସିଦ୍ଧ ବ୍ୟଙ୍ଗକାର, ସ୍ତମ୍ଭକାର, ସାମ୍ବାଦିକ ଓ ସାମ୍ବାଦିକତାର ପ୍ରାଧ୍ୟାପକ ମଧ୍ୟ! ସମ୍ପ୍ରତି ଢେଙ୍କାନାଳସ୍ଥିତ ଇଣ୍ଡିଆନ ଇନଷ୍ଟିଚୁଟ ଅଫ ମାସ କମ୍ୟୁନିକେସନର ମୁଖ୍ୟ ଭାବେ ଅବସ୍ଥାପିତ ମୃଣାଳ ତାଙ୍କ ରଚନାରେ ହାସ୍ୟରସ ଓ ତୀବ୍ର କଟାକ୍ଷ ପାଇଁ ବେଶ ଜଣାଶୁଣା! ତେବେ ଆସନ୍ତୁ ଶୁଣିନେବା 'ନିଆଁ'ର ଲୋମହର୍ଷକ କାହାଣୀ...
© 2021 Storyside IN (Audiobook): 9789354340246
Release date
Audiobook: 3 June 2021

Step into an infinite world of stories
Overall rating based on 1 ratings
Download the app to join the conversation and add reviews.
English
India