5
Religion & Spirituality
ଜନ୍ମ ଆଉ ମୃତ୍ୟୁ ମଧ୍ୟରେ ସୁଦୂର ବ୍ୟାପ୍ତିର ଅନ୍ୟ ନାମ ହିଁ ଜୀବନ । ସେଥିପାଇଁ ଏଠି ଜୀବନ ସତ୍ୟ, ମୃତ୍ୟୁ ମଧ୍ୟ ସତ୍ୟ । ମର୍ତ୍ତ୍ୟମଣ୍ଡଳରେ ଦେହ ଧାରଣ କଲେ ଦେବତା ମଧ୍ୟ ହୋଇଯାଏ ମୃତ୍ୟୁ କବଳିତ । କିନ୍ତୁ ଦାରୁବ୍ରହ୍ମଙ୍କର ଯେତେବେଳେ ହୁଏ ନବକଳେବର, ସେତେବେଳେ ‘ମୃତ୍ୟୁ’ ହୋଇଯାଏ ଅମୃତମୟ । ଶବ୍ଦର ଦରୋଟିରେ ବାଙ୍ମୟ ହୋଇଯାଏ ନିରବିତ । ପୃଥିବୀ ଉପରକୁ ଓହ୍ଳାଇ ଆସେ ସଚିତ୍ର ସକାଳଟିଏ- ନବକଳେବର । ଶୁଣନ୍ତୁ ଡ. ବିବୁଧରଞ୍ଜନଙ୍କ ରଚିତ ଶ୍ରୀଜଗନ୍ନାଥଙ୍କ ଅଲୌକିକ ପୁନର୍ଜନ୍ମର କଥା ‘ନବକଳେବର’ ଧୀରାଜ ଚୌଧୁରୀଙ୍କ କଣ୍ଠରେ ।
© 2021 Storyside IN (Audiobook): 9789354345470
Release date
Audiobook: 7 August 2021

Step into an infinite world of stories
Overall rating based on 2 ratings
Download the app to join the conversation and add reviews.
Showing 1 of 2
Ronak
21 Apr 2022
Excellent and good narrative.Jai jagarnath probhu.
English
India