Listen and read

Step into an infinite world of stories

  • Listen and read as much as you want
  • Over 400 000+ titles
  • Bestsellers in 10+ Indian languages
  • Exclusive titles + Storytel Originals
  • Easy to cancel anytime
Subscribe now
Details page - Device banner - 894x1036
3 Ratings

4

Duration
2H 12min
Language
Odia
Format
Category

Fiction

ନାରୀ ପୁରୁଷ ମଧ୍ୟରେ ଯେଉଁ ଉଚ୍ଚାଟ ଯୌନ ଆକର୍ଷଣ ସୃଷ୍ଟି ହୁଏ ତାହାର ଏକ କଳାତ୍ମକ ଉପସ୍ଥାପନା ହେଉଛି "ଛାଇ ଲେଉଟାଣି" ଉପନ୍ୟାସ। ଓଡ଼ିଆ କଥାସାହିତ୍ୟର ଅନ୍ୟତମ ଦକ୍ଷ ଶିଳ୍ପୀ ପଦ୍ମଜ ପାଳଙ୍କ ରଚିତ ଏହି ଉପନ୍ୟାସରେ ଅଛି ପ୍ରେମର ଆଦିମ ଚିତ୍ର। ବିବାହ ଏକ ଧର୍ମଭିତ୍ତିକ ସମାଜର ଅନୁଷ୍ଠାନ। ଏହା ସାର୍ଥକ ହେଲେ ଯାଇ ଜୀବନ ସୁନ୍ଦର ହୁଏ। ବିବାହର ସଫଳତା ହିଁ ଜୀବନର ସଫଳତା। ଏହାର ବ୍ୟର୍ଥତାରେ ହୁଏ ଜୀବନର ବିପର୍ଯ୍ୟୟ। ମଣିଷ ଅନେକ ସମୟରେ ବିବାହ ନ କରି ଯୌନଚର୍ଯ୍ୟାରୁ ବଂଚିତ ହୁଏ। ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ ସେହି ସଂକ୍ରାନ୍ତୀୟ ଅନୁଶୋଚନା ତାଙ୍କୁ ବ୍ୟତିବ୍ୟସ୍ତ କରିପକାଏ। ଉପନ୍ୟାସରେ କାଜଲ ଏବଂ ବିକ୍ରମଙ୍କ ମଧ୍ୟରେ କିପରି ଏକ ଗଭୀର ଦେହଜ ସଂର୍ପକ ଗଢ଼ି ଉଠିଛି, ଶୁଣନ୍ତୁ ବିଶିଷ୍ଟ ସଙ୍ଗୀତଶିଳ୍ପୀ କରୁଣାକରଙ୍କ କଣ୍ଠରେ...

© 2021 Storyside IN (Audiobook): 9789354830525

Release date

Audiobook: 17 July 2021

Others also enjoyed ...

  1. Apadebata ପଦ୍ମଜ ପାଳ
  2. Bahare Barsha ସରୋଜ ବଳ
  3. Gahwara ପଦ୍ମଜ ପାଳ
  4. Password ସ୍ଵାଗତିକା ସ୍ୱାଇଁ
  5. Muhurte Matra ପଦ୍ମଜ ପାଳ
  6. Jibashma ସାରଦା ପ୍ରସାଦ ମିଶ୍ର
  7. Nabalaka ଅଜୟ ସ୍ୱାଇଁ
  8. Akrura ଡ. ସୋମନାଥ ବିଷୋୟୀ
  9. Ashoka Banara Sita ବିଭୂତି ପଟ୍ଟନାୟକ
  10. Maya ବିୟତପ୍ରଜ୍ଞା ତ୍ରିପାଠୀ
  11. Tume Trushnara Jala ବିଭୂତି ପଟ୍ଟନାୟକ
  12. Ahalya Dake Aa ନିବାରଣ ଜେନା
  13. Brain Operation ବିୟତପ୍ରଜ୍ଞା ତ୍ରିପାଠୀ
  14. X Factor ମମତାମୟୀ ଚୌଧୁରୀ
  15. Kalambasra Kagajadanga ଅଜୟ ସ୍ୱାଇଁ
  16. Prema Aprema ଜଗଦୀଶ ମହାନ୍ତି
  17. Pakshibasa ସରୋଜିନୀ ସାହୁ
  18. Bisada Iswari ସରୋଜିନୀ ସାହୁ
  19. Juli ସାରଦା ପ୍ରସାଦ ମିଶ୍ର
  20. Uttaradhikara ଜଗଦୀଶ ମହାନ୍ତି
  21. Ghodsabar Katha ପ୍ରକାଶ ମହାପାତ୍ର
  22. Salam Mumbai କମଳା ଶତପଥୀ
  23. Durdina ଜଗଦୀଶ ମହାନ୍ତି
  24. Sei Bahana ସଦାନନ୍ଦ ତ୍ରିପାଠୀ
  25. Raga Anuraga ବିଭୂତି ପଟ୍ଟନାୟକ
  26. Kete Rangara Jibana ଗୌରହରି ଦାସ
  27. Gambhiri Ghara ସରୋଜିନୀ ସାହୁ
  28. Sirisha Gachhara Chhaigo ଅଜୟ ସ୍ୱାଇଁ
  29. Syamala Sugandha ପ୍ରବୀଣା ମହାନ୍ତି
  30. Prema Pahandi ସରୋଜ ବଳ
  31. Chhayasaudhara Abasesha ଗୌରହରି ଦାସ
  32. Ratira Ajaba Drushya ସାରଦା ପ୍ରସାଦ ମିଶ୍ର
  33. Chhuinle Prema ପବିତ୍ର ପାଣିଗ୍ରାହୀ
  34. Eithu Arambha ଗୌରହରି ଦାସ
  35. Andharara Akhi ଡ. ପ୍ରଶାନ୍ତ ବିଶ୍ୱାଳ
  36. Sreyasi ପ୍ରବୀଣା ମହାନ୍ତି
  37. Chandrayana ଶ୍ରୀରାମ ଦାଶ
  38. Ardhangini ସଦାନନ୍ଦ ତ୍ରିପାଠୀ
  39. Chenae Jahnaalua ସୃଷ୍ଟିଶ୍ରୀ ନାଏକ
  40. Aloda Atita ଡ. ପ୍ରଶାନ୍ତ ବିଶ୍ୱାଳ
  41. Swati ପ୍ରବୀଣା ମହାନ୍ତି
  42. Katha Charipada ସୌଭାଗ୍ୟ କୁମାର ମିଶ୍ର
  43. Chakra ଅଧ୍ୟାପକ ବିଶ୍ୱରଂଜନ
  44. Nian ମୃଣାଳ
  45. Maya ଦେବବ୍ରତ ଦାସ