Listen and read

Step into an infinite world of stories

  • Listen and read as much as you want
  • Over 400 000+ titles
  • Bestsellers in 10+ Indian languages
  • Exclusive titles + Storytel Originals
  • Easy to cancel anytime
Subscribe now
Details page - Device banner - 894x1036
1 Ratings

5

Duration
3H 42min
Language
Odia
Format
Category

Fiction

ତୋଷାମଦ ପରି ଦାସତ୍ୱ ମଧ୍ୟ ମଣିଷର ଆଉଗୋଟିଏ ଦୁର୍ବଳତା। କିଛି ମଣିଷ ତୋଷାମଦ ଶୁଣିବାକୁ ଭଲପାନ୍ତି, ଆଉକିଛି ମଣିଷ ଚିରକାଳ କାହାର ନା କାହାର ଦାସ ହୋଇ ରହିବାକୁ ଚାହାନ୍ତି। ସେମାନେ ଦାୟିତ୍ୱ ଓ ଦାସତ୍ୱ ଭିତରର ବ୍ୟବଧାନକୁ ଜାଣିପାରନ୍ତି ନାହିଁ। ମାତ୍ର ସେମାନଙ୍କର ଶ୍ରଦ୍ଧା ଓ ସମ୍ମାନକୁ ଅପରପକ୍ଷ ଯେ ଦୁର୍ବଳତା ବୋଲି ଧରି ନେଇଥାନ୍ତି, ସେକଥା ସେମାନେ ଚିନ୍ତା କରି ପାରନ୍ତି ନାହିଁ। ଏଥିପାଇଁ ସେମାନଙ୍କୁ ଜୀବନରେ ପ୍ରଚୁର ମୂଲ୍ୟ ଦେବାକୁ ହୁଏ। ଏହିସବୁ କାରଣ ଯୋଗୁଁ 'ଆପଣଙ୍କ ଆଜ୍ଞାଧୀନ' ଉପନ୍ୟାସର ଚରିତ୍ରମାନେ ଆମମାନଙ୍କର ଖୁବ ପରିଚିତ ମନେହୁଅନ୍ତି। ଆମ ସମୟର ଜଣେ ନିଖୁଣ କଥାକାର ଗୌରହରି ଦାସଙ୍କ ଏହି ଉତ୍କଣ୍ଠାପୂର୍ଣ୍ଣ ଉପନ୍ୟାସଟିକୁ ଶୁଣନ୍ତୁ ତେବେ ପ୍ରକାଶ ରାଉତଙ୍କ କଣ୍ଠରେ...

© 2021 Storyside IN (Audiobook): 9789354344923

Release date

Audiobook: 12 May 2021

Others also enjoyed ...

  1. Nabalaka ଅଜୟ ସ୍ୱାଇଁ
  2. Syamala Sugandha ପ୍ରବୀଣା ମହାନ୍ତି
  3. Durdina ଜଗଦୀଶ ମହାନ୍ତି
  4. Bahare Barsha ସରୋଜ ବଳ
  5. Galpa Swalpa - Part 1 ଫକୀରମୋହନ ସେନାପତି
  6. Chandrayana ଶ୍ରୀରାମ ଦାଶ
  7. Kete Rangara Jibana ଗୌରହରି ଦାସ
  8. Magicianra Nijaloka ଶ୍ୟାମାପ୍ରସାଦ ଚୌଧୁରୀ
  9. Galpa Swalpa - Part 2 ଫକୀରମୋହନ ସେନାପତି
  10. Chhayasaudhara Abasesha ଗୌରହରି ଦାସ
  11. Ashoka Banara Sita ବିଭୂତି ପଟ୍ଟନାୟକ
  12. Srimadbhagabata ଜଗନ୍ନାଥ ଦାସ
  13. Galpa Sambhara ବସନ୍ତ କୁମାର ଶତପଥୀ
  14. Nija Nija Panipatha ଜଗଦୀଶ ମହାନ୍ତି
  15. Meghapakshira Gita ହିରଣ୍ମୟୀ ମିଶ୍ର
  16. Ghodsabar Katha ପ୍ରକାଶ ମହାପାତ୍ର
  17. Natara Diary ପ୍ରକାଶ ମହାପାତ୍ର
  18. Password ସ୍ଵାଗତିକା ସ୍ୱାଇଁ
  19. Pakhala Ekala Sekala ଦେବ୍ରାଜ ଲେଙ୍କା
  20. Maya ବିୟତପ୍ରଜ୍ଞା ତ୍ରିପାଠୀ
  21. Chenae Jahnaalua ସୃଷ୍ଟିଶ୍ରୀ ନାଏକ
  22. Juli ସାରଦା ପ୍ରସାଦ ମିଶ୍ର
  23. Jibashma ସାରଦା ପ୍ରସାଦ ମିଶ୍ର
  24. Swapnara Saudagara ବିଭୂତି ପଟ୍ଟନାୟକ
  25. Bisada Iswari ସରୋଜିନୀ ସାହୁ
  26. Ajaya Ajasra ଅଜୟ ସ୍ୱାଇଁ
  27. Chanakya Neeti ଅଶ୍ୱିନୀ ପରାଶର
  28. Tume Trushnara Jala ବିଭୂତି ପଟ୍ଟନାୟକ
  29. Salam Mumbai କମଳା ଶତପଥୀ
  30. Sati ସଦାନନ୍ଦ ତ୍ରିପାଠୀ
  31. Birala Bijaya ବିଜୟ ପ୍ରସାଦ ମହାପାତ୍ର
  32. Brain Operation ବିୟତପ୍ରଜ୍ଞା ତ୍ରିପାଠୀ
  33. Ardhangini ସଦାନନ୍ଦ ତ୍ରିପାଠୀ
  34. Ebebi Sundara Dhara ପ୍ରବୀଣା ମହାନ୍ତି
  35. Joker ଦେବ୍ରାଜ ଲେଙ୍କା
  36. Durga Patanara Bela ପଦ୍ମଜ ପାଳ
  37. Katha Sarenahin ଅରବିନ୍ଦ ରାୟ
  38. X Factor ମମତାମୟୀ ଚୌଧୁରୀ
  39. Dhuli Dhusarita ପଦ୍ମଜ ପାଳ
  40. Shakti ମୃଣାଳ
  41. Jagate Thiba Jete Dina ମୃଣାଳ
  42. Nian ମୃଣାଳ
  43. Sei Bahana ସଦାନନ୍ଦ ତ୍ରିପାଠୀ
  44. Panchatantra ଡ. ବିବୁଧରଞ୍ଜନ
  45. Prema Aprema ଜଗଦୀଶ ମହାନ୍ତି
  46. Keeta O Anyanya Galpa ପ୍ରକାଶ ମହାପାତ୍ର
  47. Ratira Ajaba Drushya ସାରଦା ପ୍ରସାଦ ମିଶ୍ର
  48. Chhuinle Prema ପବିତ୍ର ପାଣିଗ୍ରାହୀ
  49. Krusha ଆଶିଷ ଗଡ଼ନାୟକ