Romance
ପ୍ରକାଶ ମହାପାତ୍ରଙ୍କ ସବୁ ଗଳ୍ପ ଗୋଟେଗୋଟେ ଅଜଣା ଇଲାକାକୁ ଯାତ୍ରା! ଥିମ କିମ୍ବା ଘଟଣାକୁ ନେଇ ସେ ଗପ ଲେଖନ୍ତିନି! ଦିଶୁଥିବା ଘଟଣାରୁ ନଦିଶୁଥିବା ଘଟଣାକୁ ଆବିଷ୍କାର କରିବା ହେଉଛି ତାଙ୍କର କାମ! ସେଥିପାଇଁ ତାଙ୍କ ଗଳ୍ପଗୁଡିକୁ ଥରେ ଆରମ୍ଭ କଲେ ମଝିରୁ ଛାଡ଼ିଦେଇ ହୁଏନି! "ଘୋଡ଼ସବାର କଥା"ରେ ଆପଣ ଶୁଣିପାରିବେ ସେମିତି କିଛି ଉତ୍କଣ୍ଠାପୂର୍ଣ୍ଣ ଗଳ୍ପ...
© 2021 Storyside IN (Audiobook): 9789354340147
Release date
Audiobook: 10 April 2021

Step into an infinite world of stories
No reviews yet
Download the app to join the conversation and add reviews.
English
India