Listen and read

Step into an infinite world of stories

  • Listen and read as much as you want
  • Over 400 000+ titles
  • Bestsellers in 10+ Indian languages
  • Exclusive titles + Storytel Originals
  • Easy to cancel anytime
Subscribe now
Cover for Aranyajatri
1 Ratings

5

Duration
8H 14min
Language
Odia
Format
Category

Biographies

‘ଅରଣ୍ୟ ଯାତ୍ରୀ’ କବି ବିଜୟ କେତନ ପଟ୍ଟନାୟକଙ୍କ ଆତ୍ମକଥନ । ନିଜ କର୍ମମୟ ଜୀବନ ଭିତରେ ସେ ଅନେକଥର ଭେଟିଛନ୍ତି ଅରଣ୍ୟକୁ, ଅରଣ୍ୟର ଅତୁଳନୀୟ ସୌନ୍ଦର୍ଯ୍ୟକୁ। ବନାନୀର ବିଜନତା, ବୃକ୍ଷର ବିଶାଳତା ବା ବିହଙ୍ଗର ବର୍ଣ୍ଣମୟତା ବାରବାର ବିଭୋର କରିଛି ତାଙ୍କୁ । କେବେ କବିତା ଝରିଛି ତ କେବେ କାହାଣୀ । ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ତାଙ୍କର ଏହି ଆତ୍ମକଥା ଶୁଣନ୍ତୁ ବିଶିଷ୍ଟ ଅଭିନେତା ଶକ୍ତି ବରାଳଙ୍କ କଣ୍ଠରେ...

© 2022 Storyside IN (Audiobook): 9789354835995

Release date

Audiobook: 28 February 2022

Others also enjoyed ...